Advertisment

ନାମାଙ୍କନର ଶେଷ ଦିନରେ ବି କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିନି ଟିକେଟ୍‌

ଭୁବନେଶ୍ୱର: କଂଗ୍ରେସରେ ଟିକେଟ୍‌ ବଣ୍ଟନକୁ ନେଇ ହଟଚମଟ ଜାରି ରହିଛି। ନାମାଙ୍କନର ଶେଷ ଦିନରେ ବି ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିନି। ଧର୍ମଶାଳାରୁ କଂଗ୍ରେସ ଟିକେଟ୍‌ ଖଣ୍ଡକ ପାଇଁ  ନିରଞ୍ଜନଙ୍କ ଘରେ ବସି ରହିଛନ୍ତି କିଷାନ ପଣ୍ଡା। ଦୁଇ ଦିନ ତଳେ କଂଗ୍ରେସ ଧର୍ମଶାଳା ପାଇଁ ପ୍ରାର୍ଥୀ ବଦଳାଇ ଥିଲା। ସ୍ମୃତିରେଖା ପହିଙ୍କ ଜାଗାରେ କିଷାନଙ୍କ ନାଁ ଘୋଷଣା ହୋଇଥିଲା। ତେବେ ନାଁ ଘୋଷଣା ହୋଇଥିଲେ ବି କିଷାନଙ୍କୁ ଏ ପର୍ଯ୍ୟନ୍ତ ଟିକେଟ୍ ମିଳିପାରିନ ଥିବା ଜଣାପଡ଼ିଛି। ଆଜି […]

author-image
Jyotsnamayee Pradhan
ନାମାଙ୍କନର ଶେଷ ଦିନରେ ବି କଂଗ୍ରେସ ପ୍ରାର୍ଥୀଙ୍କୁ ମିଳିନି ଟିକେଟ୍‌

kishan

ଭୁବନେଶ୍ୱର: କଂଗ୍ରେସରେ ଟିକେଟ୍‌ ବଣ୍ଟନକୁ ନେଇ ହଟଚମଟ ଜାରି ରହିଛି। ନାମାଙ୍କନର ଶେଷ ଦିନରେ ବି ପ୍ରାର୍ଥୀଙ୍କୁ ଟିକେଟ୍‌ ମିଳିନି। ଧର୍ମଶାଳାରୁ କଂଗ୍ରେସ ଟିକେଟ୍‌ ଖଣ୍ଡକ ପାଇଁ  ନିରଞ୍ଜନଙ୍କ ଘରେ ବସି ରହିଛନ୍ତି କିଷାନ ପଣ୍ଡା।

Advertisment

ଦୁଇ ଦିନ ତଳେ କଂଗ୍ରେସ ଧର୍ମଶାଳା ପାଇଁ ପ୍ରାର୍ଥୀ ବଦଳାଇ ଥିଲା। ସ୍ମୃତିରେଖା ପହିଙ୍କ ଜାଗାରେ କିଷାନଙ୍କ ନାଁ ଘୋଷଣା ହୋଇଥିଲା। ତେବେ ନାଁ ଘୋଷଣା ହୋଇଥିଲେ ବି କିଷାନଙ୍କୁ ଏ ପର୍ଯ୍ୟନ୍ତ ଟିକେଟ୍ ମିଳିପାରିନ ଥିବା ଜଣାପଡ଼ିଛି।

ଆଜି ଅପରାହ୍ନ ୩ଟାରେ ଚତୁର୍ଥ ପର୍ଯ୍ୟାୟ ନାମାଙ୍କନପତ୍ର ପାଇଁ ଦାଖଲ ସରୁଛି।

Advertisment
Advertisment