/odishatv-khabar/media/post_attachments/uploadimage/library/16_9/16_9_0/bangadehi-girl_1626688210.jpg)
bangadehi girl
ଭୁବନେଶ୍ୱର : ରାଜଧାନୀରେ ବାଂଲାଦେଶୀ ରୂପଜୀବୀ । ବାଂଲାଦେଶୀ ଯୁବତୀଙ୍କୁ ଓଡିଶା ଆଣିବା ପଛରେ ଅଛନ୍ତି ଲେଡି ଦଲାଲ। ଅଫିସରେ କାମ ଦେବାକୁ କହି ଆଣିବା ପରେ ଏଠି ସେକ୍ସ୍ ବିଜନେସ୍ରେ ଲଗାଉଛନ୍ତି । କିଙ୍ଗପିନ ଦଲାଲ ଜଣେ ବାଂଲାଦେଶୀ ଲେଡି ଦଲାଲ ହୋଇଥିବାରୁ ଯୁବତୀଙ୍କୁ ପ୍ରଥମେ କୋଲକତା ପରେ ଭୁବନେଶ୍ୱରକୁ ଆଣି ଚଳାଇଛନ୍ତି ଦେହର ପସରା। ଯାହାର ସାମାନ୍ୟ ଟେର ପାଉନି ପୁଲିସ।
Advertisment
ନୂଆବର୍ଷ ଆସୁଥିବାରୁ ରାଜଧାନୀରେ ଦେହ ବଜାର କାରବାର ଜୋର ଧରିଥିବା ବେଳେ ୨୦ରୁ ଅଧିକ ବାଂଲାଦେଶୀ ଯୁବତୀ ଭୁବନେଶ୍ୱରରେ ରହି କାରବାର କରୁଛନ୍ତି। ଏଠାରେ ଫେକ୍ ଆଧାର କାର୍ଡ କରି ସେମାନଙ୍କୁ ବଡ ବଡ ହୋଟେଲକୁ ଗ୍ରାହକ ମାନଙ୍କ ପାଖକୁ ଛାଡୁଛନ୍ତି ଦଲାଲ।
ଗୋଟିଏ ରାତିକୁ ୧୫ ହଜାର ଟଙ୍କା ନେଉଛନ୍ତି ଏହି ବାଂଲାଦେଶୀ ରୂପଜୀବୀ। ଗତକାଲି ଜଣେ ବାଂଲାଦେଶୀ ରୂପଜୀବୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)