/odishatv-khabar/media/post_attachments/uploadimage/library/16_9/16_9_0/sand_1626338961.jpg)
sand
ବାଲେଶ୍ୱର(ରଶ୍ମି ରଂଜନ ଦାସ) : ଏନ୍ଜିଟିଙ୍କ ବାରଣ ସତ୍ତ୍ୱେ ଚାଲିଛି ବାଲି ଖାଦାନ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍ ସେକ ସରାଇ ଗାଁରେ ବେଆଇନ୍ ଭାବେ ବାଲି ଖାଦାନ ଚାଲିଥିବା ଜଣାପଡ଼ିଛି।
Advertisment
ତେବେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନ ନେବାରୁ ଗତ ୧୮ ତାରିଖରେ ଷ୍ଟେଟ୍ ଏନ୍ଭାର୍ଣ୍ଣମେଣ୍ଟ ଇମ୍ପା ଆସେସ୍ମେଣ୍ଟ ଅଥରିଟି ସ୍ଥାନୀୟ ଜଳେଶ୍ୱର ତହସିଲଦାର ଓ ବାଲିଖାଦାନ ମାଲିକଙ୍କୁ ବେଆଇନ ବାଲିଖାଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)