Advertisment

ରାଜଧାନୀରେ ଧରା ପଡିଲେ ଚୋରା ବନ୍ଧୁକ ବେପାରୀ

ଭୁବନେଶ୍ୱର : ରାଜଧାନୀରେ ଧରା ପଡିଲେ ଚୋରା ବନ୍ଧୁକ ବେପାରୀ। ଭୁବନେଶ୍ୱର ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରୁ ୨ ଚୋରା ବନ୍ଧୁକ ବେପାରୀକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ। ଗିରଫ ମାନେ ହେଲେ ଅଜିତ କୁମାର ମହାପାତ୍ର ଓରଫ୍ ବାପି ଓ ସୁଜିତ କୁମାର ଦାସ। ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି। ବିହାରର ମୁଙ୍ଗେରରୁ ଚୋରାରେ ବନ୍ଧୁକ ଅାଣି ବିକ୍ରି କରୁଥିବା ସୂଚନା ମିଳିଛି। ତେବେ କେବେ ଠାରୁ କେତେ […]

author-image
Pradesh Pratyush
ରାଜଧାନୀରେ ଧରା ପଡିଲେ ଚୋରା ବନ୍ଧୁକ ବେପାରୀ

gun1

ଭୁବନେଶ୍ୱର : ରାଜଧାନୀରେ ଧରା ପଡିଲେ ଚୋରା ବନ୍ଧୁକ ବେପାରୀ। ଭୁବନେଶ୍ୱର ଲକ୍ଷ୍ମୀସାଗର ବୁଦ୍ଧନଗର ଅଞ୍ଚଳରୁ ୨ ଚୋରା ବନ୍ଧୁକ ବେପାରୀକୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାଡ। ଗିରଫ ମାନେ ହେଲେ ଅଜିତ କୁମାର ମହାପାତ୍ର ଓରଫ୍ ବାପି ଓ ସୁଜିତ କୁମାର ଦାସ। ତାଙ୍କ ନିକଟରୁ ଗୋଟିଏ ମାଉଜର ଓ ଗୋଟିଏ ଜୀବନ୍ତ ଗୁଳି ଜବତ କରାଯାଇଛି।

Advertisment

publive-imageବିହାରର ମୁଙ୍ଗେରରୁ ଚୋରାରେ ବନ୍ଧୁକ ଅାଣି ବିକ୍ରି କରୁଥିବା ସୂଚନା ମିଳିଛି। ତେବେ କେବେ ଠାରୁ କେତେ ଥର ଏମାନେ ଚୋରା ବନ୍ଧୁକ ଦେଇଛନ୍ତି, ଅପରାଧି ଗ୍ୟାଙ୍ଗ କିମ୍ବା ଦୁର୍ଦ୍ଦାନ୍ତ ଅପରାଧିଙ୍କୁ ଯୋଗାଇଛନ୍ତି ତାର ଖୋଳତାଡ କରାଯାଉଛି।

Advertisment
Advertisment