/odishatv-khabar/media/media_files/2026/01/27/illegal-firecracker-explosion-2026-01-27-17-40-57.jpg)
ବାଣ ବିସ୍ଫୋରଣରେ ବାପ, ଝିଅ ଗୁରୁତର Photograph: (OTV)
ବାଣ ବିସ୍ଫୋରଣରେ ବାପ, ଝିଅ ଗୁରୁତର। ଏମିତି ଏକ ଦୁଃଖଦ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି। ଏୟାରଫିଲ୍ଡ ଥାନା ସୁନ୍ଦରପଦା ଆଜାଦ ନଗରରେ ହୋଇଛି ସାଂଘାତିକ ବାଣ ବିସ୍ଫୋରଣ।
Advertisment
ବେଆଇନ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ଖବର ଆସିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଓ ତଦନ୍ତ ଚାଲିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)