Advertisment

ଆଇଏଏସ୍‌ ସଂଘର ସହାୟତା ଘୋଷଣା

ଭୁବନେଶ୍ୱର: ରାଜ୍ୟର ଏ ମହାବିପତ୍ତି ବେଳେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ବି ସହାୟତାର ହାତ ବଢ଼ାଇଛନ୍ତି । ଓଡିଶା IAS  ଅଫିସର ସଂଘର ପ୍ରତ୍ୟେକ ସଦସ୍ୟ ଫୋନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ସେହିପରି ରାଜ୍ୟର ସମସ୍ତ ଜାତୀୟ ବ୍ୟାଙ୍କର କର୍ମଚାରୀ ଦିନକର ଦରମାକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ମାରଓ୍ୱାଡି ସଂଘ ମଧ୍ୟ ୨ହଜାର ଲୋକଙ୍କ ଲାଗି  […]

author-image
Otv Khabar Bureau
ଆଇଏଏସ୍‌ ସଂଘର ସହାୟତା ଘୋଷଣା

ia

ଭୁବନେଶ୍ୱର: ରାଜ୍ୟର ଏ ମହାବିପତ୍ତି ବେଳେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ବି ସହାୟତାର ହାତ ବଢ଼ାଇଛନ୍ତି । ଓଡିଶା IAS  ଅଫିସର ସଂଘର ପ୍ରତ୍ୟେକ ସଦସ୍ୟ ଫୋନି ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ସେହିପରି ରାଜ୍ୟର ସମସ୍ତ ଜାତୀୟ ବ୍ୟାଙ୍କର କର୍ମଚାରୀ ଦିନକର ଦରମାକୁ ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।  ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆର ମାରଓ୍ୱାଡି ସଂଘ ମଧ୍ୟ ୨ହଜାର ଲୋକଙ୍କ ଲାଗି  ଖାଦ୍ୟ ସାମଗ୍ରୀ ଓ ପୋଷାକ ଯୋଗାଇଦେଇଛି।

Advertisment
Right Top
Advertisment
Advertisment