/odishatv-khabar/media/post_attachments/uploadimage/library/16_9/16_9_0/husband-suicide_1626686989.jpg)
husband suicide
କୋରାପୁଟ : ଛାଡ଼ପତ୍ର ନୋଟିସ ପାଇବାରୁ ସ୍ୱାମୀଙ୍କ ଆତ୍ମହତ୍ୟା ଅଭିଯୋଗ । କୋରାପୁଟ ଜିଲ୍ଲା ସେମିଳିଗୁଡ଼ାର ସରସ୍ୱତୀ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସ୍ତ୍ରୀଙ୍କଠାରୁ ଛାତ୍ରପତ୍ର ନୋଟିସ ପାଇବା ପରେ ସ୍ୱାମୀ ବାଦଲ ବେହେରା ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।
Advertisment
ଏହାସହ ବାଦଲଙ୍କ ମୃତଦେହକୁ ନେଇ ତାଙ୍କ ସ୍ତ୍ରୀ ରହୁଥିବା ଘର ଆଗରେ ରଖି ପ୍ରତିବାଦ କରିଛନ୍ତି । ମୃତକଙ୍କ ସ୍ତ୍ରୀ ଆସି ସ୍ୱାମୀଙ୍କ ମୃତଦେହକୁ ରୀତିନୀତି ଅନୁଯାୟୀ ସମ୍ମାନ ନଦେଲେ ସେଠାରୁ ମୃତଦେହ ନେବେ ନାହିଁ ବୋଲି ସ୍ଥାନୀୟ ଲୋକେ ଜିଦ ଧରିଛନ୍ତି । ତେବେ ଏହି ଘଟଣାସ୍ଥଳରେ ପୁଲିସ ପହଞ୍ଚିନଥିବା ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)