Advertisment

ସରକାରୀ ବସ୍‌ରୁ ଜବତ ହେଲା ଗୁଟ୍‌ଖା

ଭୁବନେଶ୍ୱର: ‍ସରକାରୀ ବସ୍‌ରୁ ଗୁଟ୍‌ଖା ଜବତ ହୋଇଛି। ରାଜଧାନୀରେ OSRTC ବସ୍‌ରେ ଗୁଟ୍‌ଖା ଚାଲାଣ ହେଉଥିବା ବେଳେ ବାଣିଜ୍ୟିକର ବିଭାଗ ଏହି ଗୁଟ୍‌ଖା ସବୁକୁ ଜବତ କରିଛି। ଗୋଟିଏ କିମ୍ବା ଦୁଇଟି ନୁହେଁ ୫୦ରୁ ଅଧିକ ଗୁଟ୍‌ଖା ବସ୍ତାକୁ ବସ୍‌ରେ ଅଣାଯାଉଥିଲା। ଯାହାକୁ ରାଜଧାନୀରୁ ଜବତ କରାଯାଇଛି। ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଖୁଲମ୍‌ଖୁଲା ଏହି ଚାଲାଣ ହେଉଥିଲା। ଜିଏସ୍‌ଟିକୁ ଫାଙ୍କିବା ପାଇଁ ଏପରି କରାଯାଉଥିବା ଜଣାପଡ଼ିଛି। ବାଣିଜ୍ୟିକର ବିଭାଗ ପକ୍ଷରୁ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ବସ୍ ଉପରେ […]

author-image
Rosalin Rath
ସରକାରୀ ବସ୍‌ରୁ ଜବତ ହେଲା ଗୁଟ୍‌ଖା

bus

ଭୁବନେଶ୍ୱର: ‍ସରକାରୀ ବସ୍‌ରୁ ଗୁଟ୍‌ଖା ଜବତ ହୋଇଛି। ରାଜଧାନୀରେ OSRTC ବସ୍‌ରେ ଗୁଟ୍‌ଖା ଚାଲାଣ ହେଉଥିବା ବେଳେ ବାଣିଜ୍ୟିକର ବିଭାଗ ଏହି ଗୁଟ୍‌ଖା ସବୁକୁ ଜବତ କରିଛି।

Advertisment

ଗୋଟିଏ କିମ୍ବା ଦୁଇଟି ନୁହେଁ ୫୦ରୁ ଅଧିକ ଗୁଟ୍‌ଖା ବସ୍ତାକୁ ବସ୍‌ରେ ଅଣାଯାଉଥିଲା। ଯାହାକୁ ରାଜଧାନୀରୁ ଜବତ କରାଯାଇଛି।

ବ୍ରହ୍ମପୁରରୁ ଭୁବନେଶ୍ୱରକୁ ଖୁଲମ୍‌ଖୁଲା ଏହି ଚାଲାଣ ହେଉଥିଲା। ଜିଏସ୍‌ଟିକୁ ଫାଙ୍କିବା ପାଇଁ ଏପରି କରାଯାଉଥିବା ଜଣାପଡ଼ିଛି।

Advertisment

ବାଣିଜ୍ୟିକର ବିଭାଗ ପକ୍ଷରୁ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ବସ୍ ଉପରେ ଚଢ଼ାଉ କରାଯାଇଥିଲା।

Advertisment
Advertisment