Advertisment

ହିନ୍ଦୁ-ମୁସଲିମ ମିଶି କଲେ ମା' ଦୁର୍ଗାଙ୍କ ପୂଜା

ବାରିପଦା: ଆନନ୍ଦ, ଉଲ୍ଲାସର ସହ ପାର୍ବଣ ପାଳନ ନ ହେଲା ନାହିଁ। ଦଶଭୂଜାଙ୍କ ଆବାହନରେ କିନ୍ତୁ କୌଣସି କମି ନାହିଁ।  ଭକ୍ତିମୟ ପରିବେଶରେ ପୂଜା ମଣ୍ଡପ ଓ ପୀଠରେ କୋଭିଡ ନିୟମ ମାନି ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ଏ ଦୃଶ୍ୟ ହେଉଛି ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାର ସାର୍ବଜନୀନ ଦୁର୍ଗାପୂଜାର। ୩୫ ବର୍ଷ ଧରି ସାର୍ବଜନୀନ ଦୁର୍ଗାପୂଜାର ମଙ୍ଗ ଧରିଛନ୍ତି ୬୫ ବର୍ଷୀୟ କୋହିନୁର ଇସଲାମ। ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ପୂଜା ପାଉଛନ୍ତି ମୂର୍ତ୍ତି ବଦଳରେ […]

author-image
Abinash Pati
ଅଦ୍ୟତନ ହୋଇଛି
ହିନ୍ଦୁ-ମୁସଲିମ ମିଶି କଲେ ମା' ଦୁର୍ଗାଙ୍କ ପୂଜା

durag puja baripada

ବାରିପଦା: ଆନନ୍ଦ, ଉଲ୍ଲାସର ସହ ପାର୍ବଣ ପାଳନ ନ ହେଲା ନାହିଁ। ଦଶଭୂଜାଙ୍କ ଆବାହନରେ କିନ୍ତୁ କୌଣସି କମି ନାହିଁ।  ଭକ୍ତିମୟ ପରିବେଶରେ ପୂଜା ମଣ୍ଡପ ଓ ପୀଠରେ କୋଭିଡ ନିୟମ ମାନି ଚାଲିଛି ମାଆଙ୍କ ପୂଜାର୍ଚ୍ଚନା। ଏ ଦୃଶ୍ୟ ହେଉଛି ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାର ସାର୍ବଜନୀନ ଦୁର୍ଗାପୂଜାର।

Advertisment

୩୫ ବର୍ଷ ଧରି ସାର୍ବଜନୀନ ଦୁର୍ଗାପୂଜାର ମଙ୍ଗ ଧରିଛନ୍ତି ୬୫ ବର୍ଷୀୟ କୋହିନୁର ଇସଲାମ। ଚଳିତବର୍ଷ କୋଭିଡ କଟକଣା ଯୋଗୁଁ ପୂଜା ପାଉଛନ୍ତି ମୂର୍ତ୍ତି ବଦଳରେ ଘଟ। ଆଉ ପ୍ୟାଣ୍ଡେଲ ରେ ଲାଗିଛି ମା’ଙ୍କ ପ୍ରତିମାର ଫୋଟଚିତ୍ର। ୩୫ବର୍ଷ ଧରି କାର୍ତ୍ତାୟାନୀ ବେଶରେ ପୂଜା ପାଇଥାନ୍ତି ମହାଦେବୀ।

Advertisment
Advertisment