/odishatv-khabar/media/post_attachments/uploadimage/library/16_9/16_9_0/bagala_1625111792.jpg)
bagala
ପୁରୀ: ବହୁଚର୍ଚ୍ଚିତ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାରେ ୨୩ ପ୍ରତିପକ୍ଷଙ୍କୁ ନୋଟିସ ହୋଇଛି। ହାଇକୋର୍ଟ ସମସ୍ତ ୨୩ ଜଣ ପ୍ରତିପକ୍ଷଙ୍କୁ ନୋଟିସ କରି ପ୍ରତିଜବାବ ଦାଖଲ ପାଇଁ ନୋଟିସ କରିଛନ୍ତି।
Advertisment
ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ପର୍ଷଦ ସଭ୍ୟ ସମେତ ୨୩ ପ୍ରତିପକ୍ଷଙ୍କୁ ନୋଟିସ କରାଯାଇଛି। ଏହି ୨୩ ପ୍ରତିପକ୍ଷଙ୍କ ମଧ୍ୟରେ ରହିଛନ୍ତି ଜମି କିଣିଥିବା ୬ ବ୍ୟକ୍ତିବିଶେଷ, ଜମି କିଣିଥିବା ଏକ ନିଯୋଗ, ୫ ବ୍ୟକ୍ତିଙ୍କୁ ପ୍ରତିଜବାବ ଦାଖଲ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ପୁରୀ ବଗଲା ଧର୍ମଶାଳା ବିକ୍ରି ଅଭିଯୋଗ ପ୍ରସଙ୍ଗ ନେଇ ରାଜ୍ୟ ବିଜେପି ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଜନ ଆନ୍ଦୋଳନ ଆରମ୍ଭ କରିଥିଲା। ଡିଜିଟାଲ ପ୍ଲାଟଫର୍ମରେ ସାଧାରଣ ଲୋକେ ଧର୍ମଶାଳା ଜମି ବିକ୍ରି ନେଇ ପ୍ରତିବାଦ କରିପାରିବେ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)