Advertisment

୨ ଶହ ବସ୍ତା ଗୁଟଖା ଜବତ

ବ୍ରହ୍ମପୁର: ଗୋଟି ନୁହେଁ କି ଦୁଇଟି ନୁହେଁ, ୨ ଶହ ବସ୍ତା ଗୁଟଖା ଜବତ  କରିଛି ପୁଲିସି। ବ୍ରହ୍ମପୁର ସହର ଉପକଣ୍ଠ ଗୁରୁଣ୍ଠି ଗାଁରେ ଚାଲିଥିବା କମ୍ପାନିରୁ ଜବତ ହୋଇଛି ୨ ଶହ ବସ୍ତା ଗୁଟଖା। ଜବତ ହୋଇଥିବା ଗୁଟଖାର ଓଜନ ଦୁଇ କ୍ୱୁଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି ଲକ୍ଷାଧିକ ଟଙ୍କାର ଗୁଟଖାକୁ ଜବତ […]

ଅଦ୍ୟତନ ହୋଇଛି
୨ ଶହ ବସ୍ତା ଗୁଟଖା ଜବତ  

gutkha

Advertisment

ବ୍ରହ୍ମପୁର: ଗୋଟି ନୁହେଁ କି ଦୁଇଟି ନୁହେଁ, ୨ ଶହ ବସ୍ତା ଗୁଟଖା ଜବତ  କରିଛି ପୁଲିସି। ବ୍ରହ୍ମପୁର ସହର ଉପକଣ୍ଠ ଗୁରୁଣ୍ଠି ଗାଁରେ ଚାଲିଥିବା କମ୍ପାନିରୁ ଜବତ ହୋଇଛି ୨ ଶହ ବସ୍ତା ଗୁଟଖା। ଜବତ ହୋଇଥିବା ଗୁଟଖାର ଓଜନ ଦୁଇ କ୍ୱୁଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

Advertisment

ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଏହି ଲକ୍ଷାଧିକ ଟଙ୍କାର ଗୁଟଖାକୁ ଜବତ କରିଛନ୍ତି। ଶତାଧିକ ବସ୍ତାରେ ଗୁଟଖା ଥିବା ସହ ଏହାକୁ ପ୍ରସ୍ତୁତ କରିବା ପାଇଁ ସରଞ୍ଜାମକୁ ଜବତ କରାଯାଇଛି।

ତେବେ ଘଟଣାସ୍ଥଳରୁ ୩ ଜଣ ଫେରାର ହୋଇଯାଇଛନ୍ତିା ଜବତ ଗୁଟଖା ଓ ସରଞ୍ଜାମର ମୂଲ୍ୟ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଏତେ ସଂଖ୍ୟାରେ ଗୁଟଖା ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ବେଳେ ପ୍ରଶାସନ କିପରି ଜାଣିପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ