Advertisment

ହାତୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍‌

ଭୁବନେଶ୍ୱର: ହାତୀ ପାଇଁ ଗାଇଡଲାଇନ୍‌।  ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ବନ୍ୟପ୍ରାଣୀ ବିଭାଗ ଏହି ମାର୍ଗଦର୍ଶିକା ଜାରି କରିଛି । କଣ୍ଟ୍ରୋଲ ରୁମ୍ ଜରିଆରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଏହାଦ୍ୱାରା ଦିନକୁ ଦିନ ବଢୁଥିବା ହାତୀ-ମଣିଷ ଲଢେଇ ହ୍ରାସ ପାଇବ । ସବୁ ରେଞ୍ଜ ଅଫିସ୍‌ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିବ। ପ୍ରତିଦିନ ଅପରାହ୍ନରେ ରେଞ୍ଜ ଅଫିସର ଏହାକୁ ଅନୁଧ୍ୟାନ କରିବେ । ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ଉକ୍ତ […]

author-image
Mahasweta Baral
ହାତୀଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍‌

elephant

ଭୁବନେଶ୍ୱର: ହାତୀ ପାଇଁ ଗାଇଡଲାଇନ୍‌।  ହାତୀଙ୍କ ଗତିବିଧି ଉପରେ ନଜର ରଖିବା ଉଦ୍ଦେଶ୍ୟରେ ବନ୍ୟପ୍ରାଣୀ ବିଭାଗ ଏହି ମାର୍ଗଦର୍ଶିକା ଜାରି କରିଛି ।publive-image

Advertisment

କଣ୍ଟ୍ରୋଲ ରୁମ୍ ଜରିଆରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯିବ। ଏହାଦ୍ୱାରା ଦିନକୁ ଦିନ ବଢୁଥିବା ହାତୀ-ମଣିଷ ଲଢେଇ ହ୍ରାସ ପାଇବ । ସବୁ ରେଞ୍ଜ ଅଫିସ୍‌ରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ରହିବ।

ପ୍ରତିଦିନ ଅପରାହ୍ନରେ ରେଞ୍ଜ ଅଫିସର ଏହାକୁ ଅନୁଧ୍ୟାନ କରିବେ । ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ଉକ୍ତ ଅଞ୍ଚଳରେ କେତେ ହାତୀ ଅଛନ୍ତି, ସେନେଇ ରେଞ୍ଜରଙ୍କୁ ଜଣାଇବେ ।

Advertisment
Advertisment
Advertisment