Advertisment

ଗୁଟଖା କମ୍ପାନୀରେ ଚଢ଼ାଉ; ୧ କୋଟି ୧୧ ହଜାର ଫାଇନ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ରରୁଆ ଠାରେ ଥିବା ଗୁଟଖା କମ୍ପାନୀ ଉପରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ୧ କୋଟି ୧୧ ହଜାର ଫାଇନ କରିଛି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅଫିସ ଏବଂ ଗୋଦାମ ଉପରେ ରାଜ୍ୟ ଜିଏସ୍ ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ଏହି ଫାଇନ ଲଗାଇଛି। ଲଗାତାର ଦୁଇ ଦିନ ଧରି ଏହି ଚଢ଼ାଉ କରାଯାଇଥିଲା। ଶ୍ରୀ ଉଦ୍ୟୋଗ, ଜଗନ୍ନାଥ ଟ୍ରେଡର,ଓମ୍ ଇଣ୍ଡଷ୍ଟ୍ରି ପରି ୪ଟି ସ୍ଥାନରେ ଜିଏସ୍ ଟି ଟିମ୍ […]

ଗୁଟଖା କମ୍ପାନୀରେ ଚଢ଼ାଉ; ୧ କୋଟି ୧୧ ହଜାର ଫାଇନ

gst

Advertisment

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ରରୁଆ ଠାରେ ଥିବା ଗୁଟଖା କମ୍ପାନୀ ଉପରେ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ୧ କୋଟି ୧୧ ହଜାର ଫାଇନ କରିଛି। ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଅଫିସ ଏବଂ ଗୋଦାମ ଉପରେ ରାଜ୍ୟ ଜିଏସ୍ ଟି ଏନ୍‌ଫୋର୍ସମେଣ୍ଟ ଟିମ୍ ଚଢ଼ାଉ କରି ଏହି ଫାଇନ ଲଗାଇଛି। ଲଗାତାର ଦୁଇ ଦିନ ଧରି ଏହି ଚଢ଼ାଉ କରାଯାଇଥିଲା।

Advertisment

ଶ୍ରୀ ଉଦ୍ୟୋଗ, ଜଗନ୍ନାଥ ଟ୍ରେଡର,ଓମ୍ ଇଣ୍ଡଷ୍ଟ୍ରି ପରି ୪ଟି ସ୍ଥାନରେ ଜିଏସ୍ ଟି ଟିମ୍ ଚଢାଉ କରିଥିଲା। ଚଢ଼ାଉ ବେଳେ ବ୍ୟାପକ ଗୁଟଖା କାରବାର ସହ ଲୁହା ରଡ଼ , ସିମେଣ୍ଟ ,ଇଟା ଆଦି କାରବାର ହେଉଥିବା ବେଳେ ଏସବୁ କାରବାରରେ ଜିଏସ୍ ଟି ଟ୍ୟାକ୍ସ ଫାଙ୍କି ଥିବାର ଜଣା ପଡ଼ିଥିଲା।

ଜଣେ ମହିଳା ଏବଂ ତାଙ୍କ ପୁଅ ଙ୍କ ନାମରେ ଏ ସବୁ କାରବାର ଚାଲୁଥିବା ଜଣାପଡ଼ିଛି। ଅନୁଗୁଳ, ଯାଜପୁର , ବାଲେଶ୍ୱର ,କଟକ ଜିଲ୍ଲାର ଜିଏସ୍ ଟି ବିଭାଗ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ