/odishatv-khabar/media/post_attachments/uploadimage/library/16_9/16_9_0/111_1626337610.jpg)
111
କେନ୍ଦ୍ରାପଡ଼ା: ଦୁର୍ବୃତ୍ତଙ୍କ ଏସିଡ୍ ମାଡ଼ରେ ଗୋଟିଏ ପରିବାରର ତିନିଜଣ ସଦସ୍ୟ ଗୁରତର ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ମର୍ଶାଘାଇ ଥାନା ପାଟଳି ପଙ୍କ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅବସ୍ଥାରେ ତିନି ଜଣଙ୍କୁ କେହି ଦୁର୍ବୃତ୍ତ ଏସିଡ୍ ଆକ୍ରମଣ କରି ଫେରାର ହୋଇଯାଇଥିଲେ।
Advertisment
ଗୁରୁତର ହୋଇଥିବା ହିଂମାଶୁ ବାରିକ, ପତ୍ନୀ ନମିତା ବାରିକ ଏବଂ ଦୁଇ ବର୍ଷର ଝିଅ ଶୁଭଶ୍ରୀ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏସିଡ୍ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)