Advertisment

ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କ ପରଲୋକ

ନୂଆପଡ଼ା : ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କ ପରଲୋକ। ନୂଆପଡ଼ା ଖରିଆର ରୋଡ୍ ସ୍ଥିତ ବାସଭବନରେ  ଆଜି ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସ୍ୱାମୀ। ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି । ୨୦୧୨ରୁ ୨୦୧୮ ମସିହା ଯାଏ ରାଜ୍ୟସଭାରେ ସଦସ୍ୟ ଥିଲେ ସେ । ୧୮ ଜୁଲାଇ ୧୯୨୯ରେ ନବରଙ୍ଗପୁରରେ ଜନ୍ମ ଗ୍ରହଣ କରିଥିଲେ ଏ.ଭି. ସ୍ୱାମୀ ।

author-image
Pradesh Pratyush
ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କ ପରଲୋକ

a.v

ନୂଆପଡ଼ା : ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀଙ୍କ ପରଲୋକ। ନୂଆପଡ଼ା ଖରିଆର ରୋଡ୍ ସ୍ଥିତ ବାସଭବନରେ  ଆଜି ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସ୍ୱାମୀ। ମୃତ୍ୟୁ ସମ୍ପର୍କରେ ତାଙ୍କ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି ।

Advertisment

୨୦୧୨ରୁ ୨୦୧୮ ମସିହା ଯାଏ ରାଜ୍ୟସଭାରେ ସଦସ୍ୟ ଥିଲେ ସେ । ୧୮ ଜୁଲାଇ ୧୯୨୯ରେ ନବରଙ୍ଗପୁରରେ ଜନ୍ମ ଗ୍ରହଣ କରିଥିଲେ ଏ.ଭି. ସ୍ୱାମୀ ।

Advertisment
Advertisment