Advertisment

କଂଗ୍ରେସରୁ ଇସ୍ତଫା ଦେଲେ ଦେବୀ

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଜଣାଇଛନ୍ତି। ୧୯୯୨ ମସିହାରୁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହିଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। କଂଗ୍ରେସ ଏବେ ଆଉ ଲୋକଙ୍କ ଦଳ ହୋଇ ନାହିଁ। ଦଳ ବର୍ତ୍ତମାନ ଏକ ପ୍ରକାର ବ୍ୟବସାୟୀକରଣ  ହୋଇଯାଇଛି ବୋଲି ଦେବୀ ପ୍ରସନ୍ନ ଅଭିଯୋଗ କରିଛନ୍ତି। ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଦେବୀ ପ୍ରସନ୍ନ ଜଳେଶ୍ୱରରୁ […]

author-image
Jyotsnamayee Pradhan
କଂଗ୍ରେସରୁ ଇସ୍ତଫା ଦେଲେ ଦେବୀ

congress

ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏନେଇ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଜଣାଇଛନ୍ତି।

Advertisment

୧୯୯୨ ମସିହାରୁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହିଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ। କଂଗ୍ରେସ ଏବେ ଆଉ ଲୋକଙ୍କ ଦଳ ହୋଇ ନାହିଁ। ଦଳ ବର୍ତ୍ତମାନ ଏକ ପ୍ରକାର ବ୍ୟବସାୟୀକରଣ  ହୋଇଯାଇଛି ବୋଲି ଦେବୀ ପ୍ରସନ୍ନ ଅଭିଯୋଗ କରିଛନ୍ତି।

୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଦେବୀ ପ୍ରସନ୍ନ ଜଳେଶ୍ୱରରୁ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Advertisment
Advertisment
Advertisment