Advertisment

ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ହଟହଟା ହେଲେ ପୂର୍ବତନ ମହିଳା କର୍ପୋରେଟର

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ପୂର୍ବତନ ମହିଳା କର୍ପୋରେଟର ହଟହଟା ହୋଇଛନ୍ତି। ବିଜେଡିର ୫ ପୂର୍ବତନ ମହିଳା କର୍ପୋରେଟର ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିଶନର ଥିବା ବେଳେ ଏକାଧିକ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗ ଆଣିଥିଲେ। ତେବେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧି ମାଗିଥିବା ଦୁର୍ନୀତିର ତଥ୍ୟ ପ୍ରମାଣ କିମ୍ବା ଠୋସ୍ ପ୍ରଶ୍ନର ଉତ୍ତର ସେମାନେ ଦେଇପାରି ନଥିଲେ। ଫଳରେ ସାମ୍ବାଦିକ ସମ୍ମିଳନୀରେ […]

author-image
Jyotsnamayee Pradhan
ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ହଟହଟା ହେଲେ ପୂର୍ବତନ ମହିଳା କର୍ପୋରେଟର

aprajita

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ଆସନର ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ଅଭିଯୋଗ ଆଣି ପୂର୍ବତନ ମହିଳା କର୍ପୋରେଟର ହଟହଟା ହୋଇଛନ୍ତି। ବିଜେଡିର ୫ ପୂର୍ବତନ ମହିଳା କର୍ପୋରେଟର ସାମ୍ବାଦିକ ସମ୍ମିଳନୀ କରି ଅପରାଜିତା ଷଡ଼ଙ୍ଗୀ ବିଏମ୍‌ସି କମିଶନର ଥିବା ବେଳେ ଏକାଧିକ ଦୁର୍ନୀତିରେ ଜଡ଼ିତ ଥିବା ଅଭିଯୋଗ ଆଣିଥିଲେ।

Advertisment

ତେବେ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧି ମାଗିଥିବା ଦୁର୍ନୀତିର ତଥ୍ୟ ପ୍ରମାଣ କିମ୍ବା ଠୋସ୍ ପ୍ରଶ୍ନର ଉତ୍ତର ସେମାନେ ଦେଇପାରି ନଥିଲେ। ଫଳରେ ସାମ୍ବାଦିକ ସମ୍ମିଳନୀରେ ଏହି ୫ ମହିଳା କର୍ପୋରେଟରଙ୍କୁ ହଟହଟା ହେବାକୁ ପଡ଼ିଥିଲା।

Advertisment
Advertisment