Advertisment

୧୪ ଲକ୍ଷ ଟଙ୍କା ଜବତ

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ରେଙ୍ଗାଲି ବନ୍ଧରେ ଯାଉଥିବା ଏକ ବୋଲେରୋରୁ  ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଫ୍ଲାଇଂ ସ୍କ୍ୱାଡ୍‌ ଓ କାଳିଆ ପାଣି ପୁଲିସ୍‌ ଏହି ଟଙ୍କା ଜବତ କରିଛନ୍ତି।  ଏକ ଟ୍ରାନ୍ସପୋର୍ଟ କଂପାନି ପକ୍ଷରୁ ଏହି ଟଙ୍କା ନିଆଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ପୁଲିସ୍‌ ଅଟକ ରଖିଛି। ତେବେ ଏତେ ଟଙ୍କା କାହିଁକି ନିଆଯାଉଥିଲାଏନେଇ ପୁଲିସ୍  ତଦନ୍ତ କରୁଛି।

୧୪ ଲକ୍ଷ ଟଙ୍କା ଜବତ 

Jajpur

Advertisment

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ଗରାମିଆଁ ରେଙ୍ଗାଲି ବନ୍ଧରେ ଯାଉଥିବା ଏକ ବୋଲେରୋରୁ  ୧୪ ଲକ୍ଷ ଟଙ୍କା ଜବତ କରାଯାଇଛି। ଫ୍ଲାଇଂ ସ୍କ୍ୱାଡ୍‌ ଓ କାଳିଆ ପାଣି ପୁଲିସ୍‌ ଏହି ଟଙ୍କା ଜବତ କରିଛନ୍ତି।  ଏକ ଟ୍ରାନ୍ସପୋର୍ଟ କଂପାନି ପକ୍ଷରୁ ଏହି ଟଙ୍କା ନିଆଯାଉଥିବା ଜଣାପଡ଼ିଛି। ଏହି ଘଟଣାରେ ଡ୍ରାଇଭର ସମେତ ୩ ଜଣଙ୍କୁ ପୁଲିସ୍‌ ଅଟକ ରଖିଛି।

Advertisment

ତେବେ ଏତେ ଟଙ୍କା କାହିଁକି ନିଆଯାଉଥିଲାଏନେଇ ପୁଲିସ୍  ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ