ଅଦ୍ୟତନ ହୋଇଛି
flood bhadrak
Advertisment
ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ସ୍ଥିତି ଉପୁଜିଛି। ଭଣ୍ଡାରିପୋଖରୀର ୮ ଓ ଧାମନଗରର ୭ରୁ ଊର୍ଦ୍ଧ୍ୱ ପଞ୍ଚାୟତ ପାଣି ଘେରରେ ରହିଛି। ମାଳଦା ନିକଟ ଶରତା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଦୋବଲ ନିକଟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।/odishatv-khabar/media/post_attachments/media/EgZLu95U8AIwcRB.jpeg)
Advertisment
ଭଣ୍ଡାରିପୋଖରୀ ଓ ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଖୁଆପଦାରେ ବିପଦ ସଙ୍କେତ ଠାରୁ ୨ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ପାଣି ପ୍ରବାହିତ ହେଉଛି ୧୯.୫୬ ମିଟର।
/odishatv-khabar/media/post_attachments/media/EgZLu95VoAEM-at.jpeg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/flood-bhadrak_1625389457.jpg)