Advertisment

ବ୍ୟାଙ୍କରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ଓ ଆସବାବପତ୍ର

କଟକ(ଦେବାଶିଷ ମହାନ୍ତି): କଟକ ସିଡିଏ ସେକ୍ଟର ୧୦ରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବ୍ୟାଙ୍କ ଭିତରେ ଥିବା କମ୍ପ୍ୟୁଟର ଓ ଆସବାବପତ୍ର ଜଳିଯାଇଛି। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ବ୍ୟାଙ୍କରେ ଅଗ୍ନିକାଣ୍ଡ: ଜଳିଗଲା କମ୍ପ୍ୟୁଟର ଓ ଆସବାବପତ୍ର

fire

Advertisment

କଟକ(ଦେବାଶିଷ ମହାନ୍ତି): କଟକ ସିଡିଏ ସେକ୍ଟର ୧୦ରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ବ୍ୟାଙ୍କ ଭିତରେ ଥିବା କମ୍ପ୍ୟୁଟର ଓ ଆସବାବପତ୍ର ଜଳିଯାଇଛି। ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

Advertisment

ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ