/odishatv-khabar/media/post_attachments/uploadimage/library/16_9/16_9_0/chilik-a6_1626691813.jpg)
chilik a6
କୃଷ୍ଣ ପ୍ରସାଦ : ପୁଣି ଚିଲିକାରେ ଅଘଟଣ । ମଝି ହ୍ରଦରେ ଫସି ଅଟକି ରହିଛି ଭସାପୋଲ । ପ୍ରବଳ ପବନ ଯୋଗୁଁ ଭସାପୋଲଟି ଚାନେଲରୁ ବାହାରି ଯାଇଥିବା ସୂଚନା ମିଳିଛି। ଭସାପୋଲରେ ୭୦ରୁ ୮୦ ଜଣ ଯାତ୍ରୀ ଫସି ରହିଛନ୍ତି । ପୋଲରେ ଗୋଟିଏ ବସ୍ ସହ କିଛି ବାଇକ୍ ମଧ୍ୟ ଫସି ରହିଛି । ଚିଲିକାର ଜହ୍ନିକୁଦାରୁ ସାତପଡ଼ା ଆସିବା ବେଳେ ମଝିରେ ଫସି ରହିଛି ଭସା ପୋଲ । ଚାନେଲରୁ ବାହାରି ଯାଇଥିବାରୁ ଭସାପୋଲଟି ଆସିପାରୁ ନଥିବା ସୂଚନା ମିଳିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)