Advertisment

ତେଜୁଛି ‘ଟୋକନ’ ଅସନ୍ତୋଷ ; ଆଜି ବିଧାୟକଙ୍କ ଘର ଆଗରେ ଧାରଣା

ସମ୍ବଲପୁର  : ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ତୀବ୍ର ହୋଇଛି ଚାଷୀ ଆନ୍ଦୋଳନ।  ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ସବୁ ଜିଲ୍ଲାରେ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ସମ୍ବଲପୁର ଜିଲ୍ଲାର ବିଧାୟକଙ୍କ ଘର ଆଗରେ ଧାନ ପକାଇ ପ୍ରତିବାଦ କରିବେ ବୋଲି ଚେତାବନୀ ଦିଆଯାଇଛି। ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ-ପୁଲିସ ମୁହାଁମୁହିଁ ହୋଇଥିବା ବେଳେ ଅତାବିରା ତହସିଲ ଅଫିସ୍‌ରେ ତାଲା ପକା […]

author-image
Pradesh Pratyush
ତେଜୁଛି ‘ଟୋକନ’ ଅସନ୍ତୋଷ ; ଆଜି ବିଧାୟକଙ୍କ ଘର ଆଗରେ ଧାରଣା

protest

ସମ୍ବଲପୁର  : ଧାନ କିଣାରେ ଟୋକନ ବ୍ୟବସ୍ଥାକୁ ନେଇ ତୀବ୍ର ହୋଇଛି ଚାଷୀ ଆନ୍ଦୋଳନ।  ରାଜ୍ୟସ୍ତରୀୟ ଟୋକନ ବ୍ୟବସ୍ଥାକୁ ବିରୋଧ କରି ଧାନ ସଂଗ୍ରହ ଆରମ୍ଭ ହୋଇଥିବା ସବୁ ଜିଲ୍ଲାରେ ଚାଷୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

Advertisment

ଆଜି ସମ୍ବଲପୁର ଜିଲ୍ଲାର ବିଧାୟକଙ୍କ ଘର ଆଗରେ ଧାନ ପକାଇ ପ୍ରତିବାଦ କରିବେ ବୋଲି ଚେତାବନୀ ଦିଆଯାଇଛି। ଗତକାଲି ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଷୀ-ପୁଲିସ ମୁହାଁମୁହିଁ ହୋଇଥିବା ବେଳେ ଅତାବିରା ତହସିଲ ଅଫିସ୍‌ରେ ତାଲା ପକା ଯାଇଥିଲା । ସୁବର୍ଣ୍ଣପୁର ଜିଲ୍ଲାରେ ବି ଅନଲାଇନ୍ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଥିଲେ ମଧ୍ୟ ଟୋକନ ବ୍ୟବସ୍ଥା ସଂପର୍କରେ ଅନେକ ଚାଷୀ ଜାଣିନାହାନ୍ତି।

Advertisment
Advertisment