Advertisment

+୨ ସେଣ୍ଟର ଫିକ୍ସିଂ ଅଭିଯୋଗକୁ ନେଇ ବର୍ଷିଲେ ଅଭିଭାବକ ସଂଘ

ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ବିଭ୍ରାଟ ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେଉ। +୨ ସେଣ୍ଟର ଫିକ୍ସିଂ ଅଭିଯୋଗକୁ ନେଇ ବର୍ଷିଛି ଅଭିଭାବକ ସଂଘ। ଦୁଇ ବିଧାୟକ ଏନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ନିର୍ଦ୍ଦିଷ୍ଟ କେତେକ କଲେଜକୁ ସେଣ୍ଟର କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । କପି କରାଇ ପିଲାଙ୍କ ରେଜଲ୍ଟ ଭଲ କରିବା ପାଇଁ ହେରଫେର ହୋଇଛି । ଦୁଇ ବିଧାୟକଙ୍କ ଅଭିଯୋଗକୁ ନେଇ ବହୁ ଅଭିଭାବକ ଚିନ୍ତାରେ ଅଛନ୍ତି । ଏହା […]

author-image
Pradesh Pratyush
+୨ ସେଣ୍ଟର ଫିକ୍ସିଂ ଅଭିଯୋଗକୁ ନେଇ ବର୍ଷିଲେ ଅଭିଭାବକ ସଂଘ

student

ଭୁବନେଶ୍ୱର : ଯୁକ୍ତ ଦୁଇ ପରୀକ୍ଷା କେନ୍ଦ୍ର ବିଭ୍ରାଟ ଅଭିଯୋଗର ଭିଜିଲାନ୍ସ ତଦନ୍ତ ହେଉ। +୨ ସେଣ୍ଟର ଫିକ୍ସିଂ ଅଭିଯୋଗକୁ ନେଇ ବର୍ଷିଛି ଅଭିଭାବକ ସଂଘ। ଦୁଇ ବିଧାୟକ ଏନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ନିର୍ଦ୍ଦିଷ୍ଟ କେତେକ କଲେଜକୁ ସେଣ୍ଟର କରିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । କପି କରାଇ ପିଲାଙ୍କ ରେଜଲ୍ଟ ଭଲ କରିବା ପାଇଁ ହେରଫେର ହୋଇଛି । ଦୁଇ ବିଧାୟକଙ୍କ ଅଭିଯୋଗକୁ ନେଇ ବହୁ ଅଭିଭାବକ ଚିନ୍ତାରେ ଅଛନ୍ତି । ଏହା ପଛରେ ବଡ଼ ଅର୍ଥ କାରବାର ହୋଇଛି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ ସଂଘ ।

Advertisment

ଘଟଣାର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଛନ୍ତି । +୨ ପରୀକ୍ଷା ବ୍ୟବସ୍ଥାରୁ ରାଜନେତାଙ୍କୁ ହଟାଇ ଶିକ୍ଷାବିତ୍‌ଙ୍କୁ ରଖାଯାଉ ବୋଲି ସେମାନେ କହିଛନ୍ତି ।

Advertisment
Advertisment