Advertisment

କାନ୍ଥ ଭାଙ୍ଗିଲେ, ଧାନ ଖାଇଲେ

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଗାଁ ମୁହାଁ ହୋଇଛନ୍ତି କୁଳଡ଼ିହା ଅଭୟାରଣ୍ୟର ହାତୀ। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଜଙ୍ଗଲରୁ ଆସି ଔପଦା ବ୍ଲକ ଢୋଲପୁର ଗାଁରେ ପ୍ରବେସ କରିଥିଲେ। ଗାଁରେ ପ୍ରଭାକର ପାତ୍ରଙ୍କ ଘରେ ପଶି ହାତୀପଲ ତାଙ୍କ ଘର କାନ୍ଥ ଭାଙ୍ଗି ଦେବା ସହିତ ଧାନ ସବୁ ଖାଇଦେଇଛନ୍ତି। ହାତୀ ଦେଖି ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ।

author-image
Sangita Sahu
କାନ୍ଥ ଭାଙ୍ଗିଲେ, ଧାନ ଖାଇଲେ

elephant

ନୀଳଗିରି(ବିଶ୍ୱମ୍ବର ଦାସ): ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଗାଁ ମୁହାଁ ହୋଇଛନ୍ତି କୁଳଡ଼ିହା ଅଭୟାରଣ୍ୟର ହାତୀ। ଗତକାଲି ବିଳମ୍ବିତ ରାତିରେ ହାତୀପଲ ଜଙ୍ଗଲରୁ ଆସି ଔପଦା ବ୍ଲକ ଢୋଲପୁର ଗାଁରେ ପ୍ରବେସ କରିଥିଲେ। ଗାଁରେ ପ୍ରଭାକର ପାତ୍ରଙ୍କ ଘରେ ପଶି ହାତୀପଲ ତାଙ୍କ ଘର କାନ୍ଥ ଭାଙ୍ଗି ଦେବା ସହିତ ଧାନ ସବୁ ଖାଇଦେଇଛନ୍ତି।

Advertisment

ହାତୀ ଦେଖି ଭୟଭୀତ ହୋଇପଡ଼ିଛନ୍ତି ସ୍ଥାନୀୟ ଲୋକେ।

Advertisment
Advertisment