Advertisment

ସ୍କୁଲ ପିଲାଙ୍କୁ ହାତୀ ଭୟ

ଆଠଗଡ଼ : ଆଠଗଡ଼ ବନଖଣ୍ଡ ବଉଳ, ସାରକୋଳି ଅଞ୍ଚଳରେ ହାତୀ ଉପଦ୍ରବ। ଜନବସତି ଅଞ୍ଚଳରେ ହାତୀ ଉତ୍ପାତ କରୁଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ହାତୀପଲ ରାସ୍ତାରେ ବୁଲୁଥିବାରୁ ଯିବାଆସିବା କରିବାକୁ ଲୋକ ଭୟ କରୁଛନ୍ତି। ଏମିତି କି ଛାତ୍ରଛାତ୍ରୀ ହାତୀ ଭୟରେ ସ୍କୁଲ, କଲେଜ ଯାଉନଥିବା ଅଭିଯୋଗ ହୋଇଛି। ହାତୀ ଗାଁ ନିକଟରେ ଚଳପ୍ରଚଳ କରୁଥିବା ବେଳେ ବନ ବିଭାଗ ହାତୀ ଘଉଡ଼େଇବା ଦିଗରେ କିଛି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

author-image
Pradesh Pratyush
ସ୍କୁଲ ପିଲାଙ୍କୁ ହାତୀ ଭୟ

elephant

ଆଠଗଡ଼ : ଆଠଗଡ଼ ବନଖଣ୍ଡ ବଉଳ, ସାରକୋଳି ଅଞ୍ଚଳରେ ହାତୀ ଉପଦ୍ରବ। ଜନବସତି ଅଞ୍ଚଳରେ ହାତୀ ଉତ୍ପାତ କରୁଥିବାରୁ ଭୟଭୀତ ହୋଇପଡ଼ିଛନ୍ତି ଲୋକେ। ହାତୀପଲ ରାସ୍ତାରେ ବୁଲୁଥିବାରୁ ଯିବାଆସିବା କରିବାକୁ ଲୋକ ଭୟ କରୁଛନ୍ତି। ଏମିତି କି ଛାତ୍ରଛାତ୍ରୀ ହାତୀ ଭୟରେ ସ୍କୁଲ, କଲେଜ ଯାଉନଥିବା ଅଭିଯୋଗ ହୋଇଛି।

Advertisment

ହାତୀ ଗାଁ ନିକଟରେ ଚଳପ୍ରଚଳ କରୁଥିବା ବେଳେ ବନ ବିଭାଗ ହାତୀ ଘଉଡ଼େଇବା ଦିଗରେ କିଛି ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Advertisment
Advertisment