Advertisment

କଦଳୀ ବଗିଚା ନଷ୍ଟ କରିଦେଲେ ହାତୀ ପଲ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଗୋଡ଼ା ଗାଁରେ ହାତୀ ଉପଦ୍ରବ। ଗତକାଲି ରାତିରେ ହାତୀ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଉକ୍ତ ଗ୍ରାମର ବଟକୃଷ୍ଣ ଖୁଣ୍ଟିଆ ଓ ମାଧବ ପାଇକରାୟଙ୍କ କଦଳୀ ବଗିଚା ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ହାତୀ ପଲ ଏହାସହ ତାଙ୍କ ଘର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ଫଳରେ ବହୁ କଦଳୁଈ ଗଛ ନଷ୍ଟ ହୋଇଛି।

author-image
Sangita Sahu
କଦଳୀ ବଗିଚା ନଷ୍ଟ କରିଦେଲେ ହାତୀ ପଲ

leave3

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅନ୍ତର୍ଗତ ଗୋଡ଼ା ଗାଁରେ ହାତୀ ଉପଦ୍ରବ। ଗତକାଲି ରାତିରେ ହାତୀ ପଶି ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି।

Advertisment

leaveଉକ୍ତ ଗ୍ରାମର ବଟକୃଷ୍ଣ ଖୁଣ୍ଟିଆ ଓ ମାଧବ ପାଇକରାୟଙ୍କ କଦଳୀ ବଗିଚା ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ହାତୀ ପଲ ଏହାସହ ତାଙ୍କ ଘର ପାଚେରୀ ମଧ୍ୟ ଭାଙ୍ଗି ଦେଇଛନ୍ତି। ଫଳରେ ବହୁ କଦଳୁଈ ଗଛ ନଷ୍ଟ ହୋଇଛି।

Advertisment
Advertisment