/odishatv-khabar/media/post_attachments/uploadimage/library/16_9/16_9_0/elephant_1626424427.jpg)
representational image
କଳାହାଣ୍ଡି(ରାଜ୍ କୁମାର ସିଂହଦେଓ): କଳାହାଣ୍ଡି ଜିଲ୍ଲା ଉର୍ଲଦାନୀ ରେଞ୍ଜର ଡୁଙ୍ଗୁରି ଜଙ୍ଗଲରୁ ଗୋଟିଏ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ତିନି ଚାରି ଦିନ ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ଏହା ଭିତରେ ହାତୀଟିର ମୃତଦେହ ପଚି ଯାଇଥିବା ଜଣାପଡ଼ିଛି।
Advertisment
ହାତୀକୁ ହତ୍ୟା କରାଯାଇଛି ନା ସ୍ୱାଭାବିକ ଭାବେ ମୃତ୍ୟୁ ଘଟିଛି, ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ଓ ପୋଷ୍ଟମର୍ଟମ ପରେ ତାହା ଜଣାପଡ଼ିବ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)