/odishatv-khabar/media/post_attachments/uploadimage/library/16_9/16_9_0/jual_1626417244.jpg)
jual
ଭୁବନେଶ୍ୱର : କାହା ନେତୃତ୍ୱରେ ରାଜ୍ୟ ବିଜେପି ନିର୍ବାଚନ ଲଢିବ। ଏହି ଚର୍ଚ୍ଚାରେ ଅବସାନ ଘଟାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ସେ କହିଛନ୍ତି, ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ରାଜ୍ୟରେ ଦଳ ନିର୍ବାଚନ ଲଢ଼ିବ।
Advertisment
ରାଜ୍ୟରେ ଚାଲିଥିବା ତାମିଲ ଶାସନର ଅନ୍ତ ହେବା ଦରକାର। ନବୀନ ଶାସନରୁ ଯିବା ଅବଶ୍ୟକ ହୋଇପଡ଼ିଛି ବୋଲି କହିଛନ୍ତି ଜୁଏଲ ଓରାମ। ସେପଟେ ଜୁଏଲଙ୍କ ମନ୍ତବ୍ୟକୁ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)