Advertisment

Eight Matric Students Injured in Auto Accident: ଭାରସାମ୍ୟ ହରାଇ ଓଲଟି ପଡି଼ଲା ଅଟୋ; ୮ ମାଟ୍ରିକ ପରୀକ୍ଷାର୍ଥୀ ଆହତ

ଦଶପଲ୍ଲାରେ ଅଟୋ ଓଲଟି ପଡିବାରୁ ୮ ଜଣ ମାଟ୍ରିକ ପରୀକ୍ଷାର୍ଥୀ ଆହତ ହୋଇଛନ୍ତି। ପରୀକ୍ଷା ସାରି ଫେରୁଥିବା ବେଳେ ଚିନାପହଁରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ସମସ୍ତ ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

author-image
Pramod Behera
Eight Matric Students Injured in Auto Accident

ଭାରସାମ୍ୟ ହରାଇ ଓଲଟି ପଡି଼ଲା ଅଟୋ; ୮ ମାଟ୍ରିକ ପରୀକ୍ଷାର୍ଥୀ ଆହତ Photograph: (OTV)

ଭାରସାମ୍ୟ ହରାଇ ଓଲଟି ପଡି଼ଲା ଅଟୋ। ୮ ମାଟ୍ରିକ ପରୀକ୍ଷାର୍ଥୀ ଆହତ। ସମସ୍ତ ଆହତଙ୍କୁ ଦଶପଲ୍ଲା ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦଶପଲ୍ଲା ଚିନାପହଁରା ଛକରେ ଦୁର୍ଘଟଣା ଘଟିଛି। 

Advertisment

ବାଣିଗୋଛା ଥାନା ନୂଆଗାଁ ଏବଂ କଳସ ଖମଣ ଅଞ୍ଚଳରୁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ୪୦କିଲୋମିଟର ଦୂର ଦଶପଲ୍ଲା ରାଧା ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟକୁ ଯାଇଥିଲେ। ଫେରିବା ବେଳେ ରାସ୍ତା କଡ଼କୁ ଓଲଟି ପଡିଥିଲା ଅଟୋ। ସ୍ଥାନୀୟ ବାସିନ୍ଦା ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭାର୍ତ୍ତି କରିଥିଲେ।

  • ଅଟୋ ଓଲଟି ୮ ମାଟ୍ରିକ ପରୀକ୍ଷାର୍ଥୀ ଆହତ
  • ଭାରସାମ୍ୟ ହରାଇ ଓଲଟି ପଡି଼ଲା ଅଟୋ
  • ୮ ମାଟ୍ରିକ ପରୀକ୍ଷାର୍ଥୀ ଆହତ
  • ଦଶପଲ୍ଲା ଚିନାପହଁରା ଛକରେ ଦୁର୍ଘଟଣା
  • ମାଟ୍ରିକ୍ ପରୀକ୍ଷା ଦେଇ ଫେରୁଥିଲେ ଛାତ୍ର ଛାତ୍ରୀ
Advertisment
Road Accident Odisha Accident Odisha News
Advertisment
Advertisment