/odishatv-khabar/media/post_attachments/uploadimage/library/16_9/16_9_0/FAKE-JARDA_1626685816.jpg)
FAKE JARDA
ଭଦ୍ରକ : ଠାବ ହୋଇଛି ନକଲି ଜର୍ଦ୍ଦା ତିଆରି କାରଖାନା। ଭଦ୍ରକ ମିର୍ଜାପୁରରେ ନକଲି ଜର୍ଦ୍ଦା ତିଆରି କରୁଥିବା ନେଇ ଅଭିଯୋଗ ଆସିବା ପରେ ଚଢ଼ଉ କରିଛି ପୁଲିସ୍ । ନାମୀ ଦାମୀ କମ୍ପାନୀ ନାଁ ଓ ଲେବଲ୍ରେ ଦୀର୍ଘ ଦିନ ଧରି ଏଠାରେ ନକଲି ଜର୍ଦ୍ଦା ତିଆରି କରାଯାଉଥିଲା ।
Advertisment
କାରଖାନା ଉପରେ ଚଢ଼ଉ କରିବା ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୁଲିସ୍ । ତେବେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଛନ୍ତି । ଚଢ଼ଉ ପରେ ବହୁ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଏହାସହ ବହୁ ପରିମାଣର ନକଲି ଖୋଳ, ଲୋଗୋ ଏବଂ ଜର୍ଦ୍ଦା ପେକିଂ ପାଇଁ ଯନ୍ତ୍ରପାତି ଜବତ କରିଛି ପୁଲିସ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)