Advertisment

ପାଗଳା କୁକୁର କାମୁଡ଼ାରେ ୧୨ ଆହତ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇସ୍ପାତ ନଗରୀ ରାଉରକେଲାରେ ପାଗଳା କୁକୁର ଆତଙ୍କ। ଷ୍ଟିଲ ପ୍ଲାଣ୍ଟ ପରିସରରେ କୁକୁର କାମୁଡ଼ାରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟିଲ୍‌ ପ୍ଲାଣ୍ଟ ପରିସରରେ ବ୍ଲାଷ୍ଟ ଫର୍ଣ୍ଣେସ ଓ କୋକୋଭେନ୍ ବିଭାଗ ପାଖରେ ୨ଟି ପାଗଳା କୁକୁର କିଛିଦିନ ହେଲା ଆତଙ୍କ ଖେଳାଇଛନ୍ତି। ଯାହାକୁ ନେଇ ପ୍ଲାଣ୍ଟ କର୍ମଚାରୀ ଭୟଭୀତ ହୋଇପଡ଼ିଛନ୍ତି।

ପାଗଳା କୁକୁର କାମୁଡ଼ାରେ ୧୨ ଆହତ

dog

Advertisment

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଇସ୍ପାତ ନଗରୀ ରାଉରକେଲାରେ ପାଗଳା କୁକୁର ଆତଙ୍କ। ଷ୍ଟିଲ ପ୍ଲାଣ୍ଟ ପରିସରରେ କୁକୁର କାମୁଡ଼ାରେ ୧୨ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଷ୍ଟିଲ୍‌ ପ୍ଲାଣ୍ଟ ପରିସରରେ ବ୍ଲାଷ୍ଟ ଫର୍ଣ୍ଣେସ ଓ କୋକୋଭେନ୍ ବିଭାଗ ପାଖରେ ୨ଟି ପାଗଳା କୁକୁର କିଛିଦିନ ହେଲା ଆତଙ୍କ ଖେଳାଇଛନ୍ତି। ଯାହାକୁ ନେଇ ପ୍ଲାଣ୍ଟ କର୍ମଚାରୀ ଭୟଭୀତ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ