/odishatv-khabar/media/post_attachments/uploadimage/library/16_9/16_9_0/dkl-2_1626416619.jpg)
dkl
ଢେଙ୍କାନାଳ : ଓଟିଭି ସାମ୍ବାଦିକଙ୍କୁ କ୍ରୀଡ଼ା ସଚିବଙ୍କ ଦୁର୍ବ୍ୟବହାର ଘଟଣାରେ ବିଭିନ୍ନ ଅାଡୁ ଅାସୁଛି ପ୍ରତିବାଦ ସ୍ୱର। ଢେଙ୍କାନାଳ ଜିଲ୍ଲା ପ୍ରେସ୍ କ୍ଲବ୍ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ପ୍ରତିବାଦ କରାଯାଇଛି। କ୍ଲବ୍ର ସମସ୍ତ ସଦସ୍ୟ ଏବଂ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଥିବା ଅାମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ସାମ୍ନାରେ ପ୍ରଦିବାଦ କରିଛନ୍ତି।
Advertisment
ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଏକ ନିନ୍ଦନୀୟ ଘଟଣା। ଏ ଘଟଣା ନେଇ କ୍ରୀଡ଼ା ସଚିବଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ବରିଷ୍ଠ ସାମ୍ବାଦିକମାନେ ଦାବି କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)