Advertisment

ମାଓ କ୍ୟାମ୍ପ୍‌ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳର କଂସର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି। ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ ହେବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। କଂସର ସଂରକ୍ଷିତ ଜଙ୍ଗଲରେ ଥିବା ପଥରଗୁମ୍ପା ନିକଟରୁ ୪୩ଟି ଡେଟୋନେଟର, ୫ କେଜିରୁ ଅଧିକ ଜିଲୋଟିନ୍‌ ଷ୍ଟିକ, ୫୦ ମିଟର ବିଦ୍ୟୁତ ତାର, ବିସ୍ଫୋରକରେ ବ୍ୟବହୃତ ହେଉଥିବା ୟୁରିଆ ସାର, ବ୍ୟାଟେରୀ ଏବଂ ରେଡିଓ ଜବତ […]

ମାଓ କ୍ୟାମ୍ପ୍‌ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ

mao

Advertisment

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ଦେବଗଡ଼ ଜିଲ୍ଲା ରିଆମାଳର କଂସର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି। ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଏକ ମାଓ କ୍ୟାମ୍ପ ଠାବ ହେବା ସହ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି।

Advertisment

କଂସର ସଂରକ୍ଷିତ ଜଙ୍ଗଲରେ ଥିବା ପଥରଗୁମ୍ପା ନିକଟରୁ ୪୩ଟି ଡେଟୋନେଟର, ୫ କେଜିରୁ ଅଧିକ ଜିଲୋଟିନ୍‌ ଷ୍ଟିକ, ୫୦ ମିଟର ବିଦ୍ୟୁତ ତାର, ବିସ୍ଫୋରକରେ ବ୍ୟବହୃତ ହେଉଥିବା ୟୁରିଆ ସାର, ବ୍ୟାଟେରୀ ଏବଂ ରେଡିଓ ଜବତ ହୋଇଛି।

ଏହାସହ ମାଓ ପୁସ୍ତକ, କିଛି ଔଷଧ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବି ଜବତ କରାଯାଇଛି।

Advertisment

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମାଓବାଦୀମାନେ କୌଣସି ଅଘଟଣ ଘଟିଇବା ପାଇଁ ଯୋଜନା କରୁଥିବା ସିଆରପିଏଫ୍ ପକ୍ଷରୁ ଅନୁମାନ କରାଯାଉଛି। ତେବେ ଦେବଗଡ ସମ୍ବଲପୁର ସୀମାରେ ମାଓ ଗତବିଧି ରହିଥିବା ଗୁଇନ୍ଦା ସୂତ୍ରରୁ ସୂଚନା ପାଇ କଂସର ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ କମ୍ବିଂ ଅପରେସନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ