Advertisment

ହରିଣ ଶିକାରୀ ରାକେଟ୍ ଗିରଫ୍

ଭୁବନେଶ୍ୱର: ହରିଣ ଶିକାରୀ ରାକେଟ୍‌କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଚନ୍ଦକା ଅଭୟାରଣ୍ୟରୁ ହରିଣ ଶିକାର କରି ଏହାର ଛାଲକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୧୧ ଜଣ। ହରିଣ ମାସଂ ଓ ଛାଲ ବିକ୍ରି ନେଇ ୨ ଶିକାରୀ ଗିରଫ ହୋଇଥିବା ବେଳେ ଏହାକୁ କିଣିବା ଅଭିଯୋଗରେ ଅନ୍ୟ ୯ ଜଣଙ୍କୁ ଗିରଫ କରାଯାଇଛି। ଚନ୍ଦକା ଜଙ୍ଗଳରେ ହରିଣ ମାଂସ ବିକ୍ରି ହେଉଥବା ଖବର ପାଇଁ ବନ ବିଭାଗ ଓ ପୋଲିସ୍ […]

ହରିଣ ଶିକାରୀ ରାକେଟ୍ ଗିରଫ୍

dear skin

Advertisment

ଭୁବନେଶ୍ୱର: ହରିଣ ଶିକାରୀ ରାକେଟ୍‌କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ଚନ୍ଦକା ଅଭୟାରଣ୍ୟରୁ ହରିଣ ଶିକାର କରି ଏହାର ଛାଲକୁ ଲକ୍ଷାଧିକ ଟଙ୍କାରେ ବିକ୍ରି କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ୧୧ ଜଣ।

Advertisment

ହରିଣ ମାସଂ ଓ ଛାଲ ବିକ୍ରି ନେଇ ୨ ଶିକାରୀ ଗିରଫ ହୋଇଥିବା ବେଳେ ଏହାକୁ କିଣିବା ଅଭିଯୋଗରେ ଅନ୍ୟ ୯ ଜଣଙ୍କୁ ଗିରଫ କରାଯାଇଛି। ଚନ୍ଦକା ଜଙ୍ଗଳରେ ହରିଣ ମାଂସ ବିକ୍ରି ହେଉଥବା ଖବର ପାଇଁ ବନ ବିଭାଗ ଓ ପୋଲିସ୍ ମିଳିତ ଭାବେ ଏହି ଅପରେସନ୍ କରିଥିଲେ। ଯାହା ପରେ ଏହି ରାକେଟ୍ ଉପରୁ ପରଦା ହଟିଛି। ଅଭିଯୁକ୍ତଙ୍କଠାରୁ ହରିଣ ଛାଲ, ମାଂସ, ମାରଣାସ୍ତ୍ର ଓ ବନ୍ଧୁକ ଜଗତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ