Advertisment

ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡ଼ାରେ ଥିବା ଏକ ନିର୍ମାଣଧୀନ ପାଣି ଟାଙ୍କିରୁ ଝୁଳନ୍ତା ଅବସ୍ଥାରେ ମୃତଦେହ ମିଳିଛି। ମୃତକ ଜଣକ ଚେରୁଆପଡ଼ାର ସୁରଜ ରାୟ ବୋଲି ଜଣାପଡ଼ିଛି। ଗତକାଲି ରାତିରୁ ସେ କାହାକୁ କିଛି ନ କହି  ଘରୁ ଚାଲିଯାଇଥିବା କହିଛନ୍ତି ପରିବାର ଲୋକେ। ସେପଟେ ମୃତଦେହ ଉଦ୍ଧାର କରି ପୁଲିସ ପୋଷ୍ଟ ମର୍ଟମ ଲାଗି ପଠାଇ ଖୋଳତାଡ଼ କରୁଛି।

author-image
Sangita Sahu
ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର

dead-body

ସମ୍ବଲପୁର: ସମ୍ବଲପୁର କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡ଼ାରେ ଥିବା ଏକ ନିର୍ମାଣଧୀନ ପାଣି ଟାଙ୍କିରୁ ଝୁଳନ୍ତା ଅବସ୍ଥାରେ ମୃତଦେହ ମିଳିଛି।

Advertisment

ମୃତକ ଜଣକ ଚେରୁଆପଡ଼ାର ସୁରଜ ରାୟ ବୋଲି ଜଣାପଡ଼ିଛି। ଗତକାଲି ରାତିରୁ ସେ କାହାକୁ କିଛି ନ କହି  ଘରୁ ଚାଲିଯାଇଥିବା କହିଛନ୍ତି ପରିବାର ଲୋକେ। ସେପଟେ ମୃତଦେହ ଉଦ୍ଧାର କରି ପୁଲିସ ପୋଷ୍ଟ ମର୍ଟମ ଲାଗି ପଠାଇ ଖୋଳତାଡ଼ କରୁଛି।

Advertisment
Advertisment