Advertisment

୩ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶି ଦଣ୍ଡ

କେନ୍ଦୁଝର : ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡାଦେଶ । ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀଙ୍କୁ ଆଜି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଏଡିଜେ ଲୋକନାଥ ସାହୁ । ପୋକ୍ସୋ ଆଇନ୍ ଆଧାରରେ ନ୍ୟାୟାଳୟ ଦୋଷୀକୁ ଦଣ୍ଡବିଧାନ କରିଛନ୍ତି ।  ୨୦୧୭ରେ ଜାନୁଆରୀ ୧୩ ଚମ୍ପୁଆ ଥାନା ଅଞ୍ଚଳରେ ଘଟିଥିଲା ଏହି ଜଙ୍ଗନ୍ୟ କାଣ୍ଡ ।  ଏହି ମାମଲାରେ ୨୮ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇଥିଲେ ଏଡିଜେ।  ସେପଟେ ଉପରକୋର୍ଟକୁ ଯିବାକୁ କହିଛି ଦୋଷୀ […]

author-image
Pradesh Pratyush
୩ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶି ଦଣ୍ଡ

accused

କେନ୍ଦୁଝର : ଦୁଷ୍କର୍ମକାରୀକୁ ମୃତ୍ୟୁ ଦଣ୍ଡାଦେଶ । ଏକ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଦୋଷୀଙ୍କୁ ଆଜି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି କେନ୍ଦୁଝର ଏଡିଜେ ଲୋକନାଥ ସାହୁ ।

Advertisment

ପୋକ୍ସୋ ଆଇନ୍ ଆଧାରରେ ନ୍ୟାୟାଳୟ ଦୋଷୀକୁ ଦଣ୍ଡବିଧାନ କରିଛନ୍ତି ।  ୨୦୧୭ରେ ଜାନୁଆରୀ ୧୩ ଚମ୍ପୁଆ ଥାନା ଅଞ୍ଚଳରେ ଘଟିଥିଲା ଏହି ଜଙ୍ଗନ୍ୟ କାଣ୍ଡ ।  ଏହି ମାମଲାରେ ୨୮ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇଥିଲେ ଏଡିଜେ।  ସେପଟେ ଉପରକୋର୍ଟକୁ ଯିବାକୁ କହିଛି ଦୋଷୀ ସୁନୀଲ ନାଏକ।

Advertisment
Advertisment