/odishatv-khabar/media/post_attachments/uploadimage/library/16_9/16_9_0/corona-27_1625511918.jpg)
corona
ରାୟଗଡ଼: ମହାମାରୀ କରୋନାଠାରୁ ରକ୍ଷା ପାଇବା ପାଇଁ ନିୟମଗିରି ରାଜାଙ୍କୁ ପୂଜାପାଠ। ରାୟଗଡ଼ ବିଷମକଟକ ବ୍ଲକ କୁରିଲି ଗାଁରେ ନିୟମଗିରି ରାଜାଙ୍କୁ ପୂଜା କରୁଛନ୍ତି ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ।
Advertisment
ଲୋକଙ୍କୁ ସୁରକ୍ଷା ଲାଗି ନିୟମଗିରି ପାହାଡରେ ଥିବା ନିୟମଗିରି ରାଜାଙ୍କୁ ପୂଜା କରିଛନ୍ତି ଡଙ୍ଗରିଆ କନ୍ଧ। ସେମାନଙ୍କ ବିଶ୍ୱାସ ନିୟମଗିରି ରାଜାଙ୍କୁ ସନ୍ତୁଷ୍ଟ କଲେ କରୋନା ଦାଉରୁ ରକ୍ଷା ମିଳିବ ବୋଲି କହିଛନ୍ତି ଲୋକେ । ବର୍ତ୍ତମାନ ଦେଶରେ ମହାମାରୀ କରୋନା ଯେଉଁଭଳି ଭାବେ କାୟାବିସ୍ତାର କରି ଚାଲିଛି ତାଠାରୁ ସୁରକ୍ଷିତ ରହିବାକୁ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ପାଳନ କରିବାକୁ ସରକାର କଡ଼ାକଡ଼ି କରିଛନ୍ତି। ହେଲେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଲୋକେ ପରମ୍ପରା ଓ ବିଶ୍ୱାସକୁ ଆଦରି ସେମାନଙ୍କ ଦେବତା ନିୟମରାଜାଙ୍କୁ ପୂଜା କରୁଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)