Advertisment

ମହୋଦଧିରେ ସ୍ନାନ କଲେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ କଂସ ମହାରାଜ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ। ସେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଠରେ ପହଞ୍ଚିବା ପରେ ମହୋଦଧିରେ ସ୍ନାନ କରିଥିଲେ। ପାପ ମୋଚନ ପାଇଁ ସେ ମହୋଦଧିରେ ସ୍ନାନ କରିଛନ୍ତି। ୧୧ ଦିନ ଧରି ବରଗଡ଼ରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଯାପିତ ହୋଇଛି। କଂସ ବଦ୍ଧ ସହ ପଶ୍ଚିମ ଓଡ଼ିଶାର ଏହି ବିଶାଳ ମହୋତ୍ସବର ଅନ୍ତିମ ଦୃଶ୍ୟକୁ ଦେଖିବାକୁ […]

author-image
Rosalin Rath
ମହୋଦଧିରେ ସ୍ନାନ କଲେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ

b1

ପୁରୀ: ପୁରୀ ଶ୍ରୀକ୍ଷେତ୍ରରେ କଂସ ମହାରାଜ। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପରେ କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ।

Advertisment

ସେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ମଠରେ ପହଞ୍ଚିବା ପରେ ମହୋଦଧିରେ ସ୍ନାନ କରିଥିଲେ। ପାପ ମୋଚନ ପାଇଁ ସେ ମହୋଦଧିରେ ସ୍ନାନ କରିଛନ୍ତି। ୧୧ ଦିନ ଧରି ବରଗଡ଼ରେ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଉଦ୍‌ଯାପିତ ହୋଇଛି।

କଂସ ବଦ୍ଧ ସହ ପଶ୍ଚିମ ଓଡ଼ିଶାର ଏହି ବିଶାଳ ମହୋତ୍ସବର ଅନ୍ତିମ ଦୃଶ୍ୟକୁ ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା।

Advertisment

Advertisment
Advertisment