kalansingpur
Advertisment
କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ବ୍ଲକ୍ ଗିରିଆଗୁଡ଼ା ଠାରେ ସିଆରପିଏଫ୍ର ଚତୁର୍ଥ ବାଟାଲିଅନ୍ ଦ୍ୱାରା ଜନ ସଂପର୍କ ମେଳା ଅନୁଷ୍ଠିତ ହୋଇଛି। ସାଧାରଣ ଲୋକ ଓ ପୁଲିସ୍ ମଧ୍ୟରେ ଉତ୍ତମ ସଂପର୍କ ଯୋଡ଼ିବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ପୁଲିସ୍ ପ୍ରତି ଲୋକଙ୍କ ମନରେ ଥିବା ଭୟ ଦୂର କରିବାକୁ ଚେଷ୍ଟା କରାଯାଇଛି। /odishatv-khabar/media/post_attachments/wp-content/uploads/2019/03/crpf-890.jpg)
Advertisment
ଏହି ଅବସରରେ ସିଆରପିଏଫ୍ ତରଫରୁ ଲୋକଙ୍କୁ ଶାଢି ଓ ରନ୍ଧନ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଏହି ମେଳାରେ ଆଖପାଖ ଅଞ୍ଚଳର ପ୍ରାୟ ୭ଖଣ୍ଡ ଗାଁର ଲୋକ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/kalansingpur-567_1626757845.jpg)