Advertisment

ନିର୍ବାଚନୀ ଇସ୍ତାହାର ଘୋଷଣା କଲା ରାଜ୍ୟ ସିପିଆଇଏମ୍

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସିପିଆଇଏମ୍‌ ରାଜ୍ୟ ଓଡ଼ିଶା ସମିତିର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ଚାଷୀ ସମସ୍ୟା, ବେକାରୀ ସମସ୍ୟା ସମାଧାନ, ନାରୀ ସୁରକ୍ଷା ଓ ସ୍ମାର୍ଟ ସିଟିକୁ ପୂର୍ଣ୍ଣ ରୂପରେଖ ଦେବା ଆଦି ଇସ୍ତାହାରରେ ସାମିଲ କରାଯାଇଛି। ସିପିଆଇଏମ୍‌ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ଦଳର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି ଓ ଅନ୍ୟ କର୍ମକର୍ତ୍ତାଙ୍କ ଅଧ୍ୟକ୍ଷତାରେ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି।

ନିର୍ବାଚନୀ ଇସ୍ତାହାର ଘୋଷଣା କଲା ରାଜ୍ୟ ସିପିଆଇଏମ୍

cpim

Advertisment

ଭୁବନେଶ୍ୱର: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସିପିଆଇଏମ୍‌ ରାଜ୍ୟ ଓଡ଼ିଶା ସମିତିର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି। ଚାଷୀ ସମସ୍ୟା, ବେକାରୀ ସମସ୍ୟା ସମାଧାନ, ନାରୀ ସୁରକ୍ଷା ଓ ସ୍ମାର୍ଟ ସିଟିକୁ ପୂର୍ଣ୍ଣ ରୂପରେଖ ଦେବା ଆଦି ଇସ୍ତାହାରରେ ସାମିଲ କରାଯାଇଛି।

Advertisment

ସିପିଆଇଏମ୍‌ର ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ, ଦଳର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଜନାର୍ଦ୍ଦନ ପତି ଓ ଅନ୍ୟ କର୍ମକର୍ତ୍ତାଙ୍କ ଅଧ୍ୟକ୍ଷତାରେ ଏହି ଇସ୍ତାହାର ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ