Advertisment

ଦମ୍ପତିଙ୍କୁ ଦଳିଦେଲେ ହାତୀପଲ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଦମ୍ପତିଙ୍କୁ ଦଳିଦେଲେ ହାତୀପଲ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଟେଣୀ କାଜୁ ଜଙ୍ଗଲ ପାଖରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଚାଉଳିଆ ଗାଁର ଡମ୍ୱରୁ ପ୍ରଧାନ ଓ ତାଙ୍କ ପତ୍ନୀ ସୁକାନ୍ତି ପ୍ରଧାନ। ଗତକାଲି ରାତିରେ ସେମାନେ ଦୁଧୁକାଟେଣୀକୁ ଯାତ୍ରା ଦେଖିବାକୁ ଯାଇଥିଲେ। ତେବେ ଯାତ୍ରା ଦେଖି ସାରି ଭୋରରେ ନିଜ ଗାଁ ଚାଉଳିଆକୁ ଫେରିବା ବେଳେ କାଟେଣୀ କାଜୁ ଜଙ୍ଗଲ ପାଖରେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ସୁକାନ୍ତିଙ୍କର […]

ଦମ୍ପତିଙ୍କୁ ଦଳିଦେଲେ ହାତୀପଲ

death

Advertisment

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଦମ୍ପତିଙ୍କୁ ଦଳିଦେଲେ ହାତୀପଲ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ କାଟେଣୀ କାଜୁ ଜଙ୍ଗଲ ପାଖରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଚାଉଳିଆ ଗାଁର ଡମ୍ୱରୁ ପ୍ରଧାନ ଓ ତାଙ୍କ ପତ୍ନୀ ସୁକାନ୍ତି ପ୍ରଧାନ।

Advertisment

ଗତକାଲି ରାତିରେ ସେମାନେ ଦୁଧୁକାଟେଣୀକୁ ଯାତ୍ରା ଦେଖିବାକୁ ଯାଇଥିଲେ। ତେବେ ଯାତ୍ରା ଦେଖି ସାରି ଭୋରରେ ନିଜ ଗାଁ ଚାଉଳିଆକୁ ଫେରିବା ବେଳେ କାଟେଣୀ କାଜୁ ଜଙ୍ଗଲ ପାଖରେ ହାତୀପଲ ହାବୁଡ଼ରେ ପଡ଼ିଯାଇଥିଲେ।

ଫଳରେ ସୁକାନ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଡମ୍ବରୁଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ