Advertisment

ରାଜ୍ୟରେ କରୋନା ସ୍ଥିତି; କଟକରୁ ଚିହ୍ନଟ ହେଲେ ସର୍ବାଧିକ ରୋଗୀ

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୪  କରୋନା ରୋଗୀ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୬୯  ଥିବାବେଳେ ଲୋକାଲ କେସ  ୨୭୫ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। । ଆଜି କଟକରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କଟକରୁ ୬୪  କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ସୁନ୍ଦରଗଡ । ଏଠାରୁ ଚିହ୍ନଟ ହୋଇଛନ୍ତ ୬୨ କରୋନା ରୋଗୀ। ସେହିପରି ଅନଗୁଳରୁ […]

author-image
Minati Mishra
ଅଦ୍ୟତନ ହୋଇଛି
ରାଜ୍ୟରେ କରୋନା ସ୍ଥିତି; କଟକରୁ ଚିହ୍ନଟ ହେଲେ ସର୍ବାଧିକ ରୋଗୀ

odisha-coronavirus

ଭୁବନେଶ୍ୱର:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୪୪  କରୋନା ରୋଗୀ। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୩୬୯  ଥିବାବେଳେ ଲୋକାଲ କେସ  ୨୭୫ ରହିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ।

Advertisment

ଆଜି କଟକରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କଟକରୁ ୬୪  କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ସୁନ୍ଦରଗଡ । ଏଠାରୁ ଚିହ୍ନଟ ହୋଇଛନ୍ତ ୬୨ କରୋନା ରୋଗୀ। ସେହିପରି ଅନଗୁଳରୁ ୫୦,  ଖୋର୍ଦ୍ଧାରୁ ଆଜି ୪୯ ଓ କେନ୍ଦୁଝରରୁ ୪୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲା ମାନଙ୍କରେ ଚିହ୍ନଟ ରୋଗୀ ସଂଖ୍ୟା ୪୦ ତଳେ ରହିଛି।

ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୩,୧୬,୬୪୫ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆକ୍ଟିଭ କେସ ରହିଛି ୬,୭୮୬ଓ ୩,୦୮,୧୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି।

Advertisment

Advertisment
Advertisment