/odishatv-khabar/media/post_attachments/uploadimage/library/16_9/16_9_0/vaccani_1625141973.jpg)
vaccani
ଭୁବନେଶ୍ୱର: ରାଜ୍ୟରେ ୧୩୭୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିରୁ ୭୯୬ ଏବଂ ଲୋକାଲ କେସ୍ ୫୬୭ ରହିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂଖ୍ୟା ୩ ଲକ୍ଷ ଟପିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ କହିଛି।
ଆଜି ସର୍ବାଧିକ କରୋନା ପଜିଟିଭ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏଠାରେ ୧୪୫ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରୁ ୧୨୧ ନୂଆ କରୋନା ରୋଗୀ ବାହାରିଛନ୍ତି। ଅନୁଗୋଳରୁ ୮୧, ଜଗତ୍ସିଂହପୁରରୁ ୭୦, ମୟୂରଭଞ୍ଜରୁ ୭୮, ସୁନ୍ଦରଗଡରୁ ୯୬, ନୂଆପଡ଼ାରୁ ୧୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ ୪୮,୮୮,୫୦୯ ନମୂନା ପରୀକ୍ଷା କରଯାଇଥିବାବେଳେ ୩୦୦୧୪୦ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨,୮୫,୧୭୪ ସୁସ୍ଥ ହୋଇ ଫେରିଥିବାବେଳେ ଆକ୍ଟିଭ କେସ ରହିଛି ୧୩,୫୦୩।
Covid-19 Report For 6th November
New Positive Cases: 1372
In Quarantine: 796
Local Contacts: 576(Details of local contacts will be shared by concerned District Administration)
District Wise Cases:
1. Angul: 81
2. Balasore: 31
3. Bargarh: 40
4. Bhadrak: 31
5. Balangir: 40— I & PR Department, Odisha (@IPR_Odisha) November 7, 2020
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)