Advertisment

ଆଉ ୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: ପ୍ରାର୍ଥୀ ତାଲିକା ଘୋଷଣା ପଛରେ ପଡ଼ିଥିବା କଂଗ୍ରେସ ଆଉ ୪ ଜଣଙ୍କ ନାଁରେ ମୋହର ମାରିଛି। ସୋର ବିଧାନସଭାରୁ ପ୍ରାର୍ଥୀ ଭାବେ ସୁରେନ୍ଦ୍ର ପ୍ରସାଦ ପାରମାଣିକ, ସିମୁଳିଆ ପାଇଁ ଅନନ୍ତ ପ୍ରସାଦ ସେଠୀ, ଚାନ୍ଦବାଲି ପାଇଁ ଦିଗମ୍ବର ଦାସ ଏବଂ ବଡ଼ସାହି ଆସନ ପାଇଁ ଦେବଯାନୀ ବେହେରାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ଏନେଇ ଏଆଇସିସି ବିଧିବଦ୍ଧ ଭାବେ ତାଲିକା ପ୍ରକାଶ କରିଛି। ତେବେ ଆହୁରି ୭ ବିଧାନସଭାରେ ପ୍ରାର୍ଥୀ ଘୋଷଣା କରିବ ଦଳ।

author-image
Jyotsnamayee Pradhan
ଆଉ ୪ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

congress

ଭୁବନେଶ୍ୱର: ପ୍ରାର୍ଥୀ ତାଲିକା ଘୋଷଣା ପଛରେ ପଡ଼ିଥିବା କଂଗ୍ରେସ ଆଉ ୪ ଜଣଙ୍କ ନାଁରେ ମୋହର ମାରିଛି। ସୋର ବିଧାନସଭାରୁ ପ୍ରାର୍ଥୀ ଭାବେ ସୁରେନ୍ଦ୍ର ପ୍ରସାଦ ପାରମାଣିକ, ସିମୁଳିଆ ପାଇଁ ଅନନ୍ତ ପ୍ରସାଦ ସେଠୀ, ଚାନ୍ଦବାଲି ପାଇଁ ଦିଗମ୍ବର ଦାସ ଏବଂ ବଡ଼ସାହି ଆସନ ପାଇଁ ଦେବଯାନୀ ବେହେରାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

Advertisment

ଏନେଇ ଏଆଇସିସି ବିଧିବଦ୍ଧ ଭାବେ ତାଲିକା ପ୍ରକାଶ କରିଛି। ତେବେ ଆହୁରି ୭ ବିଧାନସଭାରେ ପ୍ରାର୍ଥୀ ଘୋଷଣା କରିବ ଦଳ।

Advertisment
Advertisment