Advertisment

CMC Meeting in Cuttack Disrupted: CMC ବୈଠକରେ ହଙ୍ଗାମା; ମେୟର ଓ କମିଶନର ଉଠି ପଳାଇଲେ

CMC ବୈଠକରେ ହଙ୍ଗାମା। କଟକ CMC କାଉନସିଲ୍ ବୈଠକରେ ପ୍ରବଳ ହଙ୍ଗାମା। ୫୮ ନଂ ୱାର୍ଡ କଂଗ୍ରେସ କର୍ପୋରେଟରଙ୍କ ପାଟିତୁଣ୍ଡ। ନିଜ ୱାର୍ଡର ସମସ୍ୟାକୁ ନେଇ ମେୟରଙ୍କ ସହ ଯୁକ୍ତିତର୍କ। ମେୟର ଓ କମିଶନର ଉଠି ପଳାଇଲେ।

author-image
Pramod Behera
CMC Meeting in Cuttack Disrupted

CMC ବୈଠକରେ ହଙ୍ଗାମା Photograph: (OTV)

କଟକରେ CMC ବୈଠକରେ ହଙ୍ଗାମା। CMC କାଉନସିଲ୍ ବୈଠକରେ ପ୍ରବଳ ହଙ୍ଗାମା ଓ ପାଟିତୁଣ୍ଡ ଦେଖିବାକୁ ମିଳିଥିଲା। ୫୮ ନମ୍ବର ୱାର୍ଡ କଂଗ୍ରେସ କର୍ପୋରେଟର ପାଟିତୁଣ୍ଡ କରିଥିଲେ। ନିଜ ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ ଶୁକ୍ରବାର ବୈଠକରେ ମେୟରଙ୍କ ସହ ଯୁକ୍ତିତର୍କ କରିଥିବ ଦେଖିବାକୁ ମିଳିଥିଲା । 

Advertisment

ଏହାପରେ ମେୟର ଓ କମିଶନର ଉଠି ପଳାଇଥିଲେଲେ। ଫଳରେ ବୈଠକ ଅଧାରୁ ବନ୍ଦ ରହିଥିଲା। ମେୟର କହିଛନ୍ତି ଗଣତାନ୍ତ୍ରୀକ ପଦ୍ଧତିରେ ପ୍ରତିବାଦ କରିବାର ଅଧିକାର ନିର୍ବାଚିତ ପ୍ରତିନିଧିଙ୍କ ଅଛି ହେଲେ କାଉନସିଲ ବୈଠକରେ ଏଭଳି ଆଚରଣ ଶୋଭନୀୟ ନୁହେଁ।

  • CMC ବୈଠକରେ ହଙ୍ଗାମା
  • କଟକ CMC କାଉନସିଲ୍ ବୈଠକରେ ପ୍ରବଳ ହଙ୍ଗାମା
  • ୫୮ ନଂ ୱାର୍ଡ କଂଗ୍ରେସ କର୍ପୋରେଟରଙ୍କ ପାଟିତୁଣ୍ଡ
  • ନିଜ ୱାର୍ଡର ସମସ୍ୟାକୁ ନେଇ ମେୟରଙ୍କ ସହ ଯୁକ୍ତିତର୍କ
  • ମେୟର ଓ କମିଶନର ଉଠି ପଳାଇଲେ
  • ବୈଠକ ଅଧାରୁ ବନ୍ଦ ରହିଲା ବୈଠକ
Advertisment
Cuttack Mayor CMC Meeting
Advertisment
Advertisment