/odishatv-khabar/media/media_files/2026/02/21/tension-flares-at-pwd-office-2026-02-21-15-15-52.jpg)
ପୂର୍ତ୍ତ ଅଫିସରେ ହାଇଡ୍ରାମା Photograph: (OTV)
ପୂର୍ତ୍ତ ଅଫିସରେ ହାଇଡ୍ରାମା। ବଲାଙ୍ଗିର ପୂର୍ତ୍ତ କାର୍ଯ୍ୟାଳୟରେ ପ୍ରବଳ ହଙ୍ଗାମା। ଆଜି କିଛି ଏଭଳି ଘଟଣା ବଲାଙ୍ଗିରରେ ଦେଖିବାକୁ ମିଳିଛି। ବଲାଙ୍ଗିରରେ। ଠିକାଦାର ଓ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଛି। ବିଲ୍ ଓ ଠିକା କାମକୁ ନେଇ ଏଭଳି ପରିସ୍ଥିତି ହେଇଥିବା ଅଭିଯୋଗ ହୋଇଛି।
Advertisment
ବଲାଙ୍ଗିର ଜିଲ୍ଲାରେ ବାହାର ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ କରି ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗଣ୍ଡଗୋଳ ପରେ ଟାଉନ୍ ଥାନାରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଛି।
- ପୂର୍ତ୍ତ ଅଫିସରେ ହାଇଡ୍ରାମା
- ବଲାଙ୍ଗିର ପୂର୍ତ୍ତ କାର୍ଯ୍ୟାଳୟରେ ପ୍ରବଳ ହଙ୍ଗାମା
- ଠିକାଦାର ଓ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ
- ବିଲ୍ ଓ ଠିକା କାମକୁ ନେଇ ହୋହଲ୍ଲା ଓ ପାଟିତୁଣ୍ଡ
- ବାହାର ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ
- ଗଣ୍ଡଗୋଳ ପରେ ଟାଉନ୍ ଥାନାରେ ଉଭୟ ପକ୍ଷର ଅଭିଯୋଗ
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)