Advertisment

ନାବାଳିକା ବିବାହ ରୋକିଲା ଚାଇଲ୍‌ଡ ଲାଇନ୍

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାର ବିବାହ ରୋକିବାରେ ଚାଇଲ୍‌ଡ ଲାଇନ୍ ସଫଳ ହୋଇଛି। ଗୁଚ୍ଛାପଡ଼ା ଥାନା ଅନ୍ତର୍ଗତ ପାହିରାଜୁ ପଞ୍ଚାୟତ ଅଞ୍ଚଳର ଏକ ଗାଁରେ ୧୫ ବର୍ଷୀୟ ନାବାଳିକା ସହିତ ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହିତ ବିବାହ ହେବାର ଥିଲା। ଝିଅ ଘର ଲୋକ ସମସ୍ତ ପ୍ରସ୍ତୁତି ସାରିଥିଲେ। ଏତିକି ବେଳେ ଫୁଲବାଣୀର ଚାଇଲ୍‌ଡ ଲାଇନ୍ କର୍ମକର୍ତ୍ତାମାନେ ଖବର ପାଇ ସଙ୍ଗେ ସଙ୍ଗେ ଝିଅ ଘରେ ପହଞ୍ଚିଥିଲେ। ବାହାଘର ରୋକିବା ସହ […]

ନାବାଳିକା ବିବାହ ରୋକିଲା ଚାଇଲ୍‌ଡ ଲାଇନ୍

phulbani

Advertisment

ଫୁଲବାଣୀ(ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲାରେ ଜଣେ ନାବାଳିକାର ବିବାହ ରୋକିବାରେ ଚାଇଲ୍‌ଡ ଲାଇନ୍ ସଫଳ ହୋଇଛି। ଗୁଚ୍ଛାପଡ଼ା ଥାନା ଅନ୍ତର୍ଗତ ପାହିରାଜୁ ପଞ୍ଚାୟତ ଅଞ୍ଚଳର ଏକ ଗାଁରେ ୧୫ ବର୍ଷୀୟ ନାବାଳିକା ସହିତ ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ଯୁବକଙ୍କ ସହିତ ବିବାହ ହେବାର ଥିଲା।

Advertisment

ଝିଅ ଘର ଲୋକ ସମସ୍ତ ପ୍ରସ୍ତୁତି ସାରିଥିଲେ। ଏତିକି ବେଳେ ଫୁଲବାଣୀର ଚାଇଲ୍‌ଡ ଲାଇନ୍ କର୍ମକର୍ତ୍ତାମାନେ ଖବର ପାଇ ସଙ୍ଗେ ସଙ୍ଗେ ଝିଅ ଘରେ ପହଞ୍ଚିଥିଲେ। ବାହାଘର ରୋକିବା ସହ ଝିଅର ବାପା ମା’ଙ୍କୁ ୧୮ ବର୍ଷ ପରେ ବାହାଘର କରିବା ପାଇଁ ବୁଝାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ