Advertisment

ବିଧାୟକଙ୍କ ଚାଷ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ୱିଟ୍ କରି ଓଡ଼ିଶାର ବିଧାୟକ ମନୋହରଙ୍କୁ ପ୍ରଶଂସା କରିଥିଲେ। ତେବେ ତାଙ୍କର ଏହି ଟ୍ୱିଟ୍ ଉପରେ ମୁଖ୍ୟମନ୍ତ୍ରୀ ରିଟ୍ୱିଟ୍ କରିଛନ୍ତି। Appreciate party MLA Manohar Randhari for leading by example with his commitment to agriculture and taking pride for his work […]

author-image
Ranjeet Kumar Jena
ବିଧାୟକଙ୍କ ଚାଷ କାମକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

manohar

ଭୁବନେଶ୍ୱର: ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ୱିଟ୍ କରି ଓଡ଼ିଶାର ବିଧାୟକ ମନୋହରଙ୍କୁ ପ୍ରଶଂସା କରିଥିଲେ। ତେବେ ତାଙ୍କର ଏହି ଟ୍ୱିଟ୍ ଉପରେ ମୁଖ୍ୟମନ୍ତ୍ରୀ ରିଟ୍ୱିଟ୍ କରିଛନ୍ତି।

Advertisment

https://twitter.com/Naveen_Odisha/status/1295930614881779713?s=20

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ବିଧାୟକ ମନୋହର ରନ୍ଧାରୀ କୃଷି ପ୍ରତି ନିଜର ପ୍ରତିବଦ୍ଧତା ଏବଂ କୃଷି କ୍ଷେତ୍ରରେ କାର୍ଯ୍ୟ ପାଇଁ ଗର୍ବିତ। ଗତକାଲି ଉପରାଷ୍ଟ୍ରପତି ଟ୍ୱିଟ୍ କରିଥିଲେ ଯେ 'ଓଡ଼ିଶାର ବିଧାୟକ ମନୋହର ରନ୍ଧାରୀ ବର୍ଷକୁ ଦୁଇ ମାସ ତାଙ୍କ ଧାନ କ୍ଷେତରେ କାମ କରନ୍ତି। ସେ କୁହନ୍ତି, ଯୁବକମାନେ କ୍ଷେତରେ କାମ କରିବାକୁ କୁଣ୍ଠାବୋଧ ପ୍ରକାଶ କରିବା ଅନୁଚିତ।'

Advertisment
Advertisment