Advertisment

ଶିକ୍ଷୟିତ୍ରୀଙ୍କ ଠାରୁ ଛିନ୍‌ତାଇ ବେଳେ ଧରାପଡ଼ିଲେ ୨ ଦୁର୍ବୃତ୍ତ

ଭୁବନେଶ୍ୱର : ଶିକ୍ଷୟିତ୍ରୀଙ୍କ ଠାରୁ ଛିନ୍‌ତାଇ ବେଳେ ଧରାପଡ଼ିଲେ ୨ଜଣ ଦୁର୍ବୃତ୍ତ। ଦୁଇ ଜଣଙ୍କୁ ନିର୍ଧୁମ ଛେଚି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଅା ନିକଟରେ ଘଟିଛି ଏହି ଘଟଣା। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ନିକଟରେ ଦିଦିଙ୍କ ଠାରୁ ଛିନ୍‌ତାଇ କରି ଖସିବା ବେଳେ ଦୁଇ ଜଣଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ। ସେମାନେ ୨ଜଣ ଦୁର୍ବୃତ୍ତଙ୍କୁ ମାଡ଼ ମାରିବା ସହ ସେମାନଙ୍କ ବାଇକ୍‌କୁ ଭଙ୍ଗାରୁଜା କରିଛନ୍ତି। ପରେ ପୁଲିସ ଅାସି ଦୁଇ ଜଣଙ୍କୁ […]

author-image
Pradesh Pratyush
ଶିକ୍ଷୟିତ୍ରୀଙ୍କ ଠାରୁ ଛିନ୍‌ତାଇ ବେଳେ ଧରାପଡ଼ିଲେ ୨ ଦୁର୍ବୃତ୍ତ

chain-snacher-up

ଭୁବନେଶ୍ୱର : ଶିକ୍ଷୟିତ୍ରୀଙ୍କ ଠାରୁ ଛିନ୍‌ତାଇ ବେଳେ ଧରାପଡ଼ିଲେ ୨ଜଣ ଦୁର୍ବୃତ୍ତ। ଦୁଇ ଜଣଙ୍କୁ ନିର୍ଧୁମ ଛେଚି ପୁଲିସ ଜିମା ଦେଲେ ସ୍ଥାନୀୟ ଲୋକେ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଅା ନିକଟରେ ଘଟିଛି ଏହି ଘଟଣା। ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟ ନିକଟରେ ଦିଦିଙ୍କ ଠାରୁ ଛିନ୍‌ତାଇ କରି ଖସିବା ବେଳେ ଦୁଇ ଜଣଙ୍କୁ ଧରିଥିଲେ ସ୍ଥାନୀୟ ଲୋକେ।

Advertisment

ସେମାନେ ୨ଜଣ ଦୁର୍ବୃତ୍ତଙ୍କୁ ମାଡ଼ ମାରିବା ସହ ସେମାନଙ୍କ ବାଇକ୍‌କୁ ଭଙ୍ଗାରୁଜା କରିଛନ୍ତି। ପରେ ପୁଲିସ ଅାସି ଦୁଇ ଜଣଙ୍କୁ ଥାନାକୁ ନେଇଛି।

Advertisment
Advertisment