Advertisment

ଧୁମଧାମ୍‌ରେ ଚାଲିଛି ଚଡ଼କ ମେଳା: ଆଜି ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ

ଜଳେଶ୍ୱର(ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ପୀଠରେ ଧୁମଧାମରେ ଚଡ଼କ ମେଳା ଚାଲିଛି। ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଆଜି ଶେଷ ହେବ। ଅନ୍ତିମ ଦିନରେ ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ। ଏଥିପାଇଁ ମେଳା ଜନସମୁଦ୍ରରେ ପରିଣତ ହୋଇଛି। ଗତକାଲି ଲକ୍ଷାଧିକ ଶ୍ରଦ୍ଧାଳୁ ନୀଳ ପୋଖରୀରେ ସ୍ନାନ କରି ନୀଳକାଠକୁ ଛୁଇଁ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରିଥିଲେ। ଆଜି ସକାଳେ ଭକ୍ତମାନେ ପରସ୍ପରକୁ ମାଳ ଓ ଚନ୍ଦନ ଦେଇ ଆଲିଙ୍ଗନ କରିବେ। ଅପରାହ୍ନରେ […]

ଧୁମଧାମ୍‌ରେ ଚାଲିଛି ଚଡ଼କ ମେଳା: ଆଜି ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ

mela

Advertisment

ଜଳେଶ୍ୱର(ଅଜିତ୍ ଦାସ): ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ପୀଠରେ ଧୁମଧାମରେ ଚଡ଼କ ମେଳା ଚାଲିଛି। ଏପ୍ରିଲ ୧ରୁ ଆରମ୍ଭ ହୋଇଥିବା ଏହି ମେଳା ଆଜି ଶେଷ ହେବ। ଅନ୍ତିମ ଦିନରେ ପାରମ୍ପରିକ ପାଟ ପର୍ବ ଅନୁଷ୍ଠିତ ହେବ। ଏଥିପାଇଁ ମେଳା ଜନସମୁଦ୍ରରେ ପରିଣତ ହୋଇଛି।

Advertisment

ଗତକାଲି ଲକ୍ଷାଧିକ ଶ୍ରଦ୍ଧାଳୁ ନୀଳ ପୋଖରୀରେ ସ୍ନାନ କରି ନୀଳକାଠକୁ ଛୁଇଁ ବାବା ଚନ୍ଦନେଶ୍ୱରଙ୍କ ଦର୍ଶନ କରିଥିଲେ। ଆଜି ସକାଳେ ଭକ୍ତମାନେ ପରସ୍ପରକୁ ମାଳ ଓ ଚନ୍ଦନ ଦେଇ ଆଲିଙ୍ଗନ କରିବେ। ଅପରାହ୍ନରେ ପାଟ ଭକ୍ତ ଓ ଶ୍ରଦ୍ଧାଳୁମାନେ ଦେହରେ କଣ୍ଟା ଫୋଡ଼ି ବ୍ରତ ଧାରଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ